ଅସୁସ୍ଥ ଗଜରାଜର ଚିକିତ୍ସା କଲା ଆଠଗଡ଼ ବନବିଭାଗ
ଅସୁସ୍ଥ ଗଜରାଜର ଚିକିତ୍ସା କଲା ଆଠଗଡ଼ ବନବିଭାଗ #ଆଠଗଡ଼(ଏନ୍.ଏମ୍.): କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଆଠଗଡ଼ ବନାଞ୍ଚଳର ସୁକାସନ ସଂରକ୍ଷିତ ଜଙ୍ଗଲରେ ଏକ ୩୦ ବର୍ଷର ଅସୁସ୍ଥ ଦନ୍ତାହାତୀର ଚିକିତ୍ସା କରିଛି ଆଠଗଡ଼ ବନବିଭାଗ । ଚନ୍ଦକା ଡମପଡା ଅଭୟାରଣ୍ୟରୁ ଆସିଥିବା ୧୭ ଟି ହାତୀପଲ ଗତ କିଛିଦିନ ଧରି ଆଠଗଡ ବନଖଣ୍ଡକୁ ଚାଲି ଆସିଥିବା ବେଳେ ସେହି ହାତୀପଲଙ୍କ ମଧ୍ୟରୁ ଗୋଟିଏ ୩୦ ବର୍ଷର ଦନ୍ତାହାତୀ ଅସୁସ୍ଥ ଥିବା ବନବିଭାଗ ଜାଣିବାକୁ ପାଇଥିଲା ।…
