ବର୍ଷା ଘଡ଼ଘଡ଼ି ଅନ୍ଧାର ରାତିରେ ଛୁଆକୁ ଛାଡ଼ି ଚାଲିଗଲା ମା’: ଏବେ ଅଙ୍ଗନବାଡ଼ି କେନ୍ଦ୍ରରେ ହାତୀଛୁଆର ଚାଲିଛି ଚିକିତ୍ସା
ବର୍ଷା ଘଡ଼ଘଡ଼ି ଅନ୍ଧାର ରାତିରେ ଛୁଆକୁ ଛାଡ଼ି ଚାଲିଗଲା ମା’: ଏବେ ଅଙ୍ଗନବାଡ଼ି କେନ୍ଦ୍ରରେ ହାତୀଛୁଆର ଚାଲିଛି ଚିକିତ୍ସା ମୟୁରଭଞ୍ଜ(ଏନ୍.ଏମ୍.): ବର୍ଷା ରାତିକୁ ତୁହାକୁ ତୁହା ବିଜୁଳି ଓ ଘଡ଼ଘଡ଼ି ମାରୁଥିବା ମୁହଁ ବୁଲାଇ ଚାଲିଗଲା ମା’ । ଯିଏ ମା’କୁ ଛାଡ଼ି ଗୋଟିଏ ମୁହୂର୍ତ୍ତ ବି ବଞ୍ଚିବା ଶିଖିନି, ତାକୁ ପର କରି ଚାଲିଗଲା ମା’ । ଏଭଳି ଅଭାବନୀୟ ଘଟଣା ମଣିଷ ନୁହେଁ ବରଂ ଏକ ବନ୍ୟଜନ୍ତୁଙ୍କ ଠାରେ ଦେଖିବାକୁ ମିଳିଛି । ଅସୁସ୍ଥ…
