ଆସିଷ୍ଟାଣ୍ଟ ଡିଭିଜିନାଲ ରେଳବାଇ ଯନ୍ତ୍ରୀଙ୍କୁ ବିଧାୟକ ମୋକିମ ଦେଲେ ସ୍ମାରକପତ୍ର
ଆସିଷ୍ଟାଣ୍ଟ ଡିଭିଜିନାଲ ରେଳବାଇ ଯନ୍ତ୍ରୀଙ୍କୁ ବିଧାୟକ ମୋକିମ ଦେଲେ ସ୍ମାରକପତ୍ର #କଟକ(ଏନ୍.ଏମ୍.): ବାରବାଟୀ-କଟକ ବିଧାୟକ ଇଂ.ମହମ୍ମଦ ମୋକିମ ଏକ ପ୍ରତିନିଧି ମଣ୍ଡଳୀଙ୍କ ସହ ଆସିଷ୍ଟାଣ୍ଟ ଡିଭିଜିନାଲ ରେଳବାଇ ଯନ୍ତ୍ରୀ-୧ଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ଶିଖରପୁର, ଯୋବ୍ରା, ଷ୍ଟେସନ ବଜାର ଓ କଲେଜ ଛକ ଅଞ୍ଚଳର ବିଭିନ୍ନ ସମସ୍ୟା ଏବଂ ଜନହିତକର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ବିଶେଷ କରି ଶିଖରପୁର ରେଳବାଇ ଗଳା ପୋଲରେ ସାମାନ୍ୟ ବର୍ଷାରେ ଜଳମଗ୍ନ ହେବା ଏବଂ…
