ଓଡିଶା ସାଂସଦଙ୍କ ସହାୟତା ଲୋଡିଲା ଇପିଏଫ ପେନସନର୍ସ ସଂଘ
ଓଡିଶା ସାଂସଦଙ୍କ ସହାୟତା ଲୋଡିଲା ଇପିଏଫ ପେନସନର୍ସ ସଂଘ #କଟକ(ଏନ୍.ଏମ୍.): ରାଜ୍ୟର ୨ଲକ୍ଷ ଇପିଏଫ ପେନସନେଭାଗୀ ପରିବାରର ସମସ୍ୟାକୁ ନେଇ ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନ ପକ୍ଷରୁ ରାଜ୍ୟର ସମସ୍ତ ସାଂସଦଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏ ସମ୍ପର୍କରେ ସର୍ବ ଭାରତୀୟ ସଂଘର ଉପସଭାପତି ତଥା ରାଜ୍ୟ ଆସୋସିଏସନର ସାଧାରଣ ସମ୍ପାଦକ ଭାଗ୍ୟଧର ବ୍ରହ୍ମା କହିଛନ୍ତି ଯେ, ସବର୍ନିମ୍ନ ମାସିକ ପେନସନ ୯ ହଜାର ଟଙ୍କା, ଦରଦାମ ବୃଦ୍ଧିର ଭରଣା ଲାଗି ମହଙ୍ଗା ଭତ୍ତା,…
