ଖୁଚୁରା ବିକ୍ରେତାଙ୍କ ସମସ୍ୟା ନେଇ କଟକ ମେୟରଙ୍କୁ ଭେଟିଲା ଡିଲର୍ସ ଆସୋସିଏସନ
ଖୁଚୁରା ବିକ୍ରେତାଙ୍କ ସମସ୍ୟା ନେଇ କଟକ ମେୟରଙ୍କୁ ଭେଟିଲା ଡିଲର୍ସ ଆସୋସିଏସନ #କଟକ(ଏନ୍.ଏମ୍.): କଟକ ରିଟେଲ ଡିଲର୍ସ ଆସୋସିଏସନ ପକ୍ଷରୁ ସିଏମସି ଅଞ୍ଚଳର ସମସ୍ତ କାର୍ଯ୍ୟରତ ଖୁଚୁରା ବିକ୍ରେତାମାନଙ୍କ ବିଭିନ୍ନ ସମସ୍ୟା ନେଇ ସିଏମସି ମେୟର ସୁବାସ ଚନ୍ଦ୍ର ସିଂହଙ୍କ ଆଲୋଚନା ହୋଇଛି । ଆସୋସିଏସନର କାର୍ଯ୍ୟକାରୀ ସଭାପତି ସୈୟଦ୍ ଏକ୍ରାମ ହୁସେନ୍ଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ସାକ୍ଷାତ କରି ଖୁଚୁରା ବିକ୍ରେତାମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଆଲୋଚନା ପ୍ରସଙ୍ଗରେ ଖୁଚୁରା…
