ସିଏମସିରେ ନାଳରୁ ହେଉନାହିଁ ପଙ୍କୋଦ୍ଧାର: ନର୍ଦ୍ଦମାରୁ ନିଜେ ସାଂସଦ ମାପିଲେ ପଙ୍କ
ସିଏମସିରେ ନାଳରୁ ହେଉନାହିଁ ପଙ୍କୋଦ୍ଧାର: ନର୍ଦ୍ଦମାରୁ ନିଜେ ସାଂସଦ ମାପିଲେ ପଙ୍କ କଟକ(ଏନ୍.ଏମ୍.): ପ୍ରତିବର୍ଷ ବର୍ଷା ଋତୁରେ କଟକ ଜଳବନ୍ଦୀ ହୋଇପଡ଼ୁଥିବାବେଳେ ଚଳିତ ବର୍ଷ ଏହି ସମସ୍ୟାକୁ ଏଡାଇବା ପାଇଁ ସାଂସଦ ସୁବାସ ସିଂହ ଗୁରୁତ୍ୱ ଦେଇଛନ୍ତି । ବର୍ଷା ପୂର୍ବରୁ ସହରର ସମସ୍ତ ନାଳନର୍ଦ୍ଦମା ସଫେଇ କରିବା ପାଇଁ ସାଂସଦ ସିଏମସି କମିଶନରଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ପରେ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଇ ନାହିଁ । ଫଳରେ ଅସରାଏ…
