ଅଣାୟତ ହେଉଛି କରୋନା: ଅସ୍ଥାୟୀ ହସପିଟାଲ ଖୋଲିବାକୁ କେନ୍ଦ୍ରର ପରାମର୍ଶ
ଅଣାୟତ ହେଉଛି କରୋନା: ଅସ୍ଥାୟୀ ହସପିଟାଲ ଖୋଲିବାକୁ କେନ୍ଦ୍ରର ପରାମର୍ଶ ନୂଆଦିଲ୍ଲୀ (ଏଜେନ୍ସି): ସମ୍ପ୍ରତି ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଦ୍ରୁତ ଗତିରେ ସଂକ୍ରମଣ ବଢ଼ିବା ସହ ଅଣାୟତ ହେବାରେ ଲାଗିଛି । ଗତ ୭୦ ଦିନ ଭିତରେ ଦେଶରେ ଉଦବେଗଜନକ ଭାବେ ବଢ଼ିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ତେଣୁ ପରିସ୍ଥିତିକୁ ଦେଖି କେନ୍ଦ୍ର ଚିନ୍ତାପ୍ରକଟ କରିଛି । ଏଥିପାଇଁ କେନ୍ଦ୍ର ପକ୍ଷରୁ ରାଜ୍ୟମାନଙ୍କୁ ଆଡଭାଇଜରି ଜାରି କରାଯାଇଛି ।…
