କଳିଙ୍ଗ ବିଦ୍ୟାପୀଠର ୧୯୯୧ ବ୍ୟାଚ୍ର ବନ୍ଧୁମିଳନ ଉତ୍ସବ
କଳିଙ୍ଗ ବିଦ୍ୟାପୀଠର ୧୯୯୧ ବ୍ୟାଚ୍ର ବନ୍ଧୁମିଳନ ଉତ୍ସବ ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.) : ଚୌଦ୍ୱାରର ବହୁପୁରାତନ କଳିଙ୍ଗ ବିଦ୍ୟାପୀଠର ୧୯୯୧ ବ୍ୟାଚ୍ର ବନ୍ଧୁମିଳନ ଉତ୍ସବ ଟାଙ୍ଗୀ ସ୍ଥିତ ନିଉଗୋଆ ରିସୋର୍ଟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବ୍ୟାଚ୍ର ଛାତ୍ର ସୁଧାଂଶୁ ରଂଜନ ପରିଜାଙ୍କ ସହଯୋଗରେ ବହୁ ପୁରାତନ ଛାତ୍ର ଓ ଛାତ୍ରୀ ଏକତ୍ରୀତ ହୋଇ ପୁରୁଣା ଦିନର ସ୍ମୃତିକୁ ମନେ ପକାଇବା ସହ ସ୍କୁଲର ବିତିଥିବା ଛାତ୍ରଜୀବନ ସଂପର୍କରେ ଆଲୋଚନା କରିଥିଲେ । ମହାମାରୀ କରୋନାର ଭୟାବହତା ଥିବାରୁ ୧୯୯୧…
