କେନ୍ଦ୍ରମନ୍ତ୍ରୀଙ୍କ ତାଳଦଣ୍ଡାକେନାଲ ବାମପାର୍ଶ୍ୱରାସ୍ତା ପରିଦର୍ଶନ କ୍ଷେତ୍ରପରିଦର୍ଶନ ପରେ ଜମି ହସ୍ତାନ୍ତର ନିମନ୍ତେ କେନ୍ଦ୍ର ରେଳବାଇମନ୍ତ୍ରୀଙ୍କ ସବୁଜ ସଙ୍କେତ କଟକ(ଏନ୍.ଏମ୍.): କେନ୍ଦ୍ର ରେଳବାଇ,ସଂଚାର,ଇଲେକଟ୍ରୋନିକ୍ସ ଓ ସୂଚନା ଓ ପ୍ରଯୁକ୍ତି ବିଜ୍ଞାନ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସ୍ୱତନ୍ତ୍ର ଅନୁରୋଧ କ୍ରମେ ତାଳଦଣ୍ଡାକେନାଲର ବାମପାର୍ଶ୍ୱରେ ନୂତନଭାବେ ନିର୍ମିତ ରାସ୍ତାକୁ ପରିଦର୍ଶନ କରି ସନ୍ତୁଷ୍ଟି ପ୍ରକାଶ କରିବା ସହ ଏହାର ସଂପ୍ରସାରଣ ପାଇଁ ଆବଶ୍ୟକ ହେଉଥିବା ୨ଏକର ରେଳବାଇ ଜମିର ହସ୍ତାନ୍ତକରଣର ଆବଶ୍ୟକତାକୁ ଅନୁଧ୍ୟାନ ପୂର୍ବକ…
