ପ୍ରଯୋଜନାରେ ପାଦ ଥାପିଲେ ଝିଲିକ: ନୂଆ ଓଡ଼ିଆ ଚଳଚ୍ଚିତ୍ର ରୁଦ୍ରାଣୀର ଶୁଭମହୁରତ
ପ୍ରଯୋଜନାରେ ପାଦ ଥାପିଲେ ଝିଲିକ: ନୂଆ ଓଡ଼ିଆ ଚଳଚ୍ଚିତ୍ର ରୁଦ୍ରାଣୀର ଶୁଭମହୁରତ ଭୁବନେଶ୍ୱର(ଏନ୍.ଏମ୍.) : ଅଭିନୟରେ ଝିଲିକ ଓଡିଶାବାସୀଙ୍କ ହୃଦୟ ଜିତିଥିଲେ । ମ୍ୟାରେଜ୍ ପରେ କିନ୍ତୁ ଅଭିନୟ ଠାରୁ ଦୂରେଇ ଯାଇଥିଲେ । ଏବେ ପୁଣି ଥରେ ଗ୍ଲାମର୍ ଇଣ୍ଡଷ୍ଟ୍ରିକୁ ବ୍ୟାକ କରିଛନ୍ତି । ତେବେ କେବଳ ଅଭିନୟ ନୁହେଁ ବରଂ ପ୍ରଯୋଜନାରେ ପାଦ ଥାପିଛନ୍ତି । ସେ ଆଉ କେହି ନୁହନ୍ତି ଆପଣଙ୍କ ପ୍ରିୟ ବଙ୍ଗୀୟ ସୁନ୍ଦରୀ ତଥା ଓଡ଼ିଆ ବୋହୂ ଝିଲିକ ।…
