ଭୁବନେଶ୍ୱର ଡିସିପି ଅଫିସରେ କରୋନା ପଜିଟିଭ: ସିଲ କଲା ବିଏମସି
ଭୁବନେଶ୍ୱର ଡିସିପି ଅଫିସରେ କରୋନା ପଜିଟିଭ: ସିଲ କଲା ବିଏମସି ଭୁବନେଶ୍ୱର(ଏନ୍.ଏମ୍.): ରାଜଧାନୀ ଭୁବନେଶ୍ୱରର ବାଣୀବିହାରସ୍ଥିତ ଡିସିପି ଅଫିସରେ ଏକାଧିକ କରୋନା ପଜିଟିଭ ଚିହ୍ନଟ ହୋଇଛି । ଅଫିସ କର୍ମଚାରୀଙ୍କ କରୋନା ପଜିଟିଭ ଥିବା ଜଣାପଡ଼ିବା ପରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଡିସିପି ଅଫିସକୁ ସିଲ୍ କରିଛି । ଦୁଇ ଦିନ ପାଇଁ ଏହି ଅଫିସକୁ ସିଲ୍ କରାଯାଇଥିବା ନେଇ ବିଏମସି ଦକ୍ଷିଣ ପୂର୍ବ ଜୋନାଲ୍ ଡେପୁଟି କମିଶନର ସୂଚନା ଦେଇଛନ୍ତି । ଡିସିପି କାର୍ଯ୍ୟାଳୟର…
