ଜିରୋନାଇଟ ସେଲିବ୍ରେସନ ବେଳେ ସିଏମସିର ଚଢ଼ାଉ
ଜିରୋନାଇଟ ସେଲିବ୍ରେସନ ବେଳେ ସିଏମସିର ଚଢ଼ାଉ କଟକ(ଏନ.ଏମ୍.): ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଫୁଲ୍ ମୁଡ଼ରେ ପାର୍ଟି ଚାଲିଥିବାବେଳେ ସିଏମସିର ଚଢ଼ାଉ ପାର୍ଟିକୁ ଫିକା କରି ଦେଇଛି । କଟକର ଏକ ନାମକରା ହୋଟେଲରେ ସମସ୍ତେ ମଉଜମସ୍ତି କରିବା ସହ ଜମିଥିଲା ଖାଇବା ପିଇବାର ଆସର । ଠିକ୍ ସେତିକି ବେଳକୁ ପଶିଗଲା ସିଏମସି । ସବୁକିଛି ହୋଇଗଲା ବରବାଦ । ଏଭଳି ଘଟଣା ଘଟିଥିଲା ଗତକାଲି ବିଳମ୍ବିତ ରାତିରେ ସହରର ଏକ ପ୍ରତିଷ୍ଠିତ ହୋଟେଲରେ ।…
