Nishkarsha

ଚୌଦ୍ୱାରରେ ମୁକ୍ତା ଯୋଜନା: ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ

ଚୌଦ୍ୱାରରେ ମୁକ୍ତା ଯୋଜନା: ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ପୌରପାଳିକା ଅନ୍ତର୍ଭୁକ୍ତ ବିଭିନ୍ନ ୱାର୍ଡ଼ରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ଦ୍ୱାରା ମାରାଥନ ଶିଳାନ୍ୟାସ ଓ ଉଦ୍‌ଘାଟନ ଅନୁଷ୍ଠିତ ହୋଇଯାଇଛି । ପୌରପାଳିକାର ବିଭିନ୍ନ ୱାର୍ଡ଼ ଯଥା ୧, ୬, ୭, ୧୪, ୧୬ ଓ ୧୭ନମ୍ବର ୱାର୍ଡ଼ରେ ୧କୋଟି ୧୩ହଜାର ୬୫୫ଟଙ୍କାର ବ୍ୟୟ ଅଟକଳରେ ବିଧାୟକଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟର ଶୁଭ ଶିଳାନ୍ୟାସ ହୋଇଥିଲା । ପୌରପାଳିକାରେ ଥିବା ଏହି ୬ଟି…

Read More

କଟକ ରେଳ ଷ୍ଟେସନକୁ ମନ୍ତ୍ରୀଙ୍କ ଆଗମନ ସ୍ୱାଗତ ଯୋଗ୍ୟ : ସାଂସଦ ସୁବାସ ସିଂହ

କଟକ ରେଳ ଷ୍ଟେସନକୁ ମନ୍ତ୍ରୀଙ୍କ ଆଗମନ ସ୍ୱାଗତ ଯୋଗ୍ୟ : ସାଂସଦ ସୁବାସ ସିଂହ ନୂଆଦିଲ୍ଲୀ(ଏନ୍‌.ଏମ୍‌.): କଟକ ରେଳ ଷ୍ଟେସନକୁ ବିଶ୍ୱ ସ୍ତରୀୟ ରେଳ ଷ୍ଟେସନରେ ପରିଣତ କରିବାକୁ, ସାଂସଦ ସୁବାସ ସିଂହ ପାର୍ଲିଆମେଣ୍ଟରେ ୩ ଥର ପ୍ରଶ୍ନ କରିବା ପରେ, ରେଳ ମନ୍ତ୍ରୀ କଟକ ରେଳ ଷ୍ଟେସନ ପରିଦର୍ଶନ ଆସିବା ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ସାଂସଦ ସୁବାସ ସିଂହ କହିଚନ୍ତି । ହଜାର ବର୍ଷର କଟକ ଐଇତିହାସିକ ସହର ଓ କଟକ ରେଳ ଷ୍ଟେସନ…

Read More

ପଞ୍ଚାୟତ ନିର୍ବାଚନ ସ୍ଥଗିତ ପାଇଁ ବିଭିନ୍ନ ଦଳର ଦାବି: ଏ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ପଞ୍ଚାୟତ ନିର୍ବାଚନ ସ୍ଥଗିତ ପାଇଁ ବିଭିନ୍ନ ଦଳର ଦାବି: ଏ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା କଟକ/ଭୁବନେଶ୍ୱର(ଏନ୍‌.ଏମ୍‌.): ପଞ୍ଚାୟତ ନିର୍ବାଚନ ୩ ମାସ ସ୍ଥଗିତ ରଖିବାକୁ ରାଜ୍ୟର ସମସ୍ତ ବିରୋଧୀ ଦଳ ଦାବି କରିଛନ୍ତି । ଆଜି ପଞ୍ଚାୟତ ନିର୍ବାଚନ ନେଇ ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡକାଇଥିବାବେଳେ ଏଥିରେ ସରକାରୀ ଦଳ ବିଜେଡିକୁ ଛାଡ଼ି ଅନ୍ୟ ସମସ୍ତ ଦଳ ନିର୍ବାଚନକୁ ସ୍ଥଗିତ କରିବା ପାଇଁ ଦାବି କରିଛନ୍ତି । କରୋନାର ତୃତୀୟ ଲହର ଚାଲିଥିବାରୁ ନିର୍ବାଚନ…

Read More

ଗ୍ରାହକଙ୍କ ଠାରୁ ୧୬ଲକ୍ଷ ଟଙ୍କା ଠକେଇ : ବ୍ୟାଙ୍କ୍ ଅଧିକାରୀ ଗିରଫ, କାର ଓ ସ୍କୁଟି ଜବତ କଟକ(ଏନ୍‌.ଏମ୍‌.): ଗ୍ରାହକଙ୍କ ଜାଲ ଦସ୍ତଖତ ନେଇ ସମସ୍ତ ଠଙ୍କା ଠକି ନେଇଥିବା ଅଭିଯୋଗରେ ଜଣେ ବ୍ୟାଙ୍କ ଅଧିକାରୀଙ୍କୁ ବିଡାନାସୀ ଥାନା ପୁଲିସ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ସିଡିଏ ସେକ୍ଟର-୧୦ ଦିପୁନା ଓରଫ ଚନ୍ଦ୍ରଭାନୁ ରାଉତ(୪୨) । ପୁଲିସ ତାଙ୍କ ଠାରୁ ଗୋଟିଏ କାର ଓ ସ୍କୁଟି ଗାଡି ଜବତ କରିଥିବା ଜଣା ପଡ଼ିଛି ।…

Read More

ବ୍ରାଉନ ସୁଗାର କାରବାର,ବାପ ପୁଅ ଗିରଫ

ବ୍ରାଉନ ସୁଗାର କାରବାର,ବାପ ପୁଅ ଗିରଫ ଫଟୋ- ପଦ୍ମଲୋଚନ ମିଶ୍ର କଟକ(ଏନ୍‌.ଏମ୍‌.): ଧଳା ଜହର କାରବାର ମାମଲାରେ ଆଜି ବାପ ପୁଅକୁ ପୁଲିସ ଗିରଫ କରିଛି । ବ୍ରାଉନସୁଗାର ବିକ୍ରି କରିବାକୁ ଯୋଜନା କରୁଥିବା ବେଳେ କମିସନରେଟ୍ ପୁଲିସବାଲିଯାତ୍ରା ପଡ଼ିଆ ନିକଟରୁ ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ଏହି କାରବାରରେ ସମ୍ପୃକ୍ତ ବାପ ପୁଅ ଜଗତସିଂହପୁର ଜିଲା ଇଟାପଡାର ପପୁ ଓରଫ ପବିତ୍ର କୁମାର ମହାନ୍ତି(୨୩) ଓ ତାର ବାପ ନିରଞ୍ଜନ ମହାନ୍ତି(୫୭)କୁ ପୁଲିସ…

Read More

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ଭୁବନେଶ୍ୱର(ଏନ୍‌.ଏମ୍‌.): ସମ୍ପ୍ରତି କରୋନାର ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନର ସମସ୍ତ ଚୂଡ଼ାନ୍ତ ତାଲିକା ରାଜ୍ୟ ନିର୍ବାଚନ କମିଶନରଙ୍କୁ ଦେଇଥିବାବେଳେ ଏ ନେଇ ଗେଜେଟ୍ ବିଜ୍ଞପ୍ତି ଜାରି ହୋଇଛି । ହାଇକୋର୍ଟଙ୍କ ଗତ ଡିସେମ୍ବର ୨୨ ତାରିଖ ରାୟରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଆକ୍ଟର ଧାରା ୧୨ର ରୁଲ୍ ୧୩ ପ୍ରାବଧାନ…

Read More

ସିଏମସି ୭ ନମ୍ବର ୱାର୍ଡ଼ରେ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ସ୍ଥିତି ସମୀକ୍ଷା

ସିଏମସି ୭ ନମ୍ବର ୱାର୍ଡ଼ରେ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ସ୍ଥିତି ସମୀକ୍ଷା କଟକ(ଏନ୍‌.ଏମ୍‌.): କଟକ ସହରର ବିଭିନ୍ନ ଗଳିକନ୍ଦି ତଥା ବସ୍ତି ଅଞ୍ଚଳର ସମସ୍ୟାକୁ ପ୍ରତ୍ୟକ୍ଷ ଅନୁଧ୍ୟାନ କରିବା ନିମନ୍ତେ ବାରବାଟୀ-କଟକ ବିଧାୟକ ବିଭିନ୍ନ ୱାର୍ଡ଼ ପରିଦର୍ଶନ ଜାରି ରଖିଛନ୍ତି । ଏହି ଅବସରରେ ଇଂ. ମହମ୍ମଦ ମୋକିମ ଆଜି ସିଏମସି ୭ ନମ୍ବର ୱାର୍ଡ ଅଞ୍ଚଳ ବୁଲି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ । ୱାର୍ଡର ସମସ୍ତ ସାହିବସ୍ତି ଗଳି କନ୍ଦିର…

Read More

୧୪ତମ ଜୟପୁର ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ରୋମାଣ୍ଟିକ ଚଳଚ୍ଚିତ୍ରରେ ପୁରସ୍କୃତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଡାଲଚିନି ‘

୧୪ତମ ଜୟପୁର ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ରୋମାଣ୍ଟିକ ଚଳଚ୍ଚିତ୍ରରେ ପୁରସ୍କୃତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଡାଲଚିନି ‘ ଭୁବନେଶ୍ୱର(ଏନ୍‌.ଏମ୍‌.): ରିତୁପ୍ରିୟାପ୍ରଡକ୍ସନ୍ସର ଓଡ଼ିଆ ଚଳଚ୍ଚିତ୍ର ‘ଡାଲଚିନି’ ପ୍ରଯୋଜକ ଅତିଶ କୁମାର ରାଉତଙ୍କ ପ୍ରଯୋଜିତ ଚଳଚ୍ଚିତ୍ରକୁ ଆଉ ଏକ ସଫଳତା । ଓଡ଼ିଆ ଚଳଚ୍ଚିତ୍ର ଡାଲଚିନି ସିମଲା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ୟରେ ଜାତୀୟ ବିଭାଗରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହେଲା ପରେ, ଇନ୍ଦସଭାଲି ଅନ୍ତର୍ଜାତୀୟ ମହୋତ୍ସବରେ ଶ୍ରେଷ୍ଠ ଚିତ୍ରଉତ୍ତୋଳନର ପୁରସ୍କାର ଯୁଧିଷ୍ଠିର ବେହେରାଙ୍କୁ ମିଳିଥିଲା ।…

Read More

ପଡିଆ ଓ କାଲିମେଳା ବ୍ଲକରେ ଘରକୁ ଘର ବୁଲି ବିଜୁ ପକ୍କା ଘର ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କଲେ ମନ୍ତ୍ରୀ

ପଡିଆ ଓ କାଲିମେଳା ବ୍ଲକରେ ଘରକୁ ଘର ବୁଲି ବିଜୁ ପକ୍କା ଘର ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କଲେ ମନ୍ତ୍ରୀ କାଲିମେଳା(ଏନ୍‌.ଏମ୍‌.): ଆଜି ଇଲେକ୍ଟ୍ରୋନିକ୍ସ, ସୂଚନାପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ମାଲକାନଗିରି ଜିଲ୍ଲାର ପଡିଆ ଓ କାଲିମେଳା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମପଞ୍ଚାୟତ ଅଧୀନରେ ଥିବା ବିଜୁ ପକ୍କାଘର ଯୋଜନାରେ ହିତାଧିକାରୀଙ୍କୁ ୩ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରିଛନ୍ତି । ମନ୍ତ୍ରୀ ଶ୍ରୀ ବେହେରା ଆଜି ଜିଲ୍ଲାର ପ୍ରଶାସନର ବରିଷ୍ଠ…

Read More

ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କଠାରୁ ଲୁଟ୍ ଘଟଣାର ପର୍ଦ୍ଦାଫାସ୍

ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କଠାରୁ ଲୁଟ୍ ଘଟଣାର ପର୍ଦ୍ଦାଫାସ୍ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଥାନା ଅଞ୍ଚଳରେ ଏକ ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଥିବା ଘଟଣାର ପର୍ଦ୍ଦାଫାସ୍ ହୋଇଛି । ନିଜେ ଟଙ୍କା ହଡ଼ପ କରି ଲୁଟର ରୂପଦେବାକୁ ଉଦ୍ୟମ କରିବା ଘଟଣାରେ ଆଜି ଚୌଦ୍ୱାର ପୁଲିସ ପୂର୍ଣ୍ଣଛେଦ ପକାଇଛି । ସୂଚନା ଅନୁଯାୟୀ ଗତ ୫ ତାରିଖରେ ପେଟ୍ରୋଲ ପମ୍ପ ମାଲିକ ବିଭୁତିଭୂଷଣ ସାହୁଙ୍କ କାର ଚଲାଉଥିବା ଡ୍ରାଇଭର ହିଁ ଲୁଟ ନାଟକର ମୁଖ୍ୟ ବୋଲି ପୁଲିସ…

Read More

କେନ୍ଦ୍ରମନ୍ତ୍ରୀଙ୍କ ତାଳଦଣ୍ଡାକେନାଲ ବାମପାର୍ଶ୍ୱରାସ୍ତା ପରିଦର୍ଶନ କ୍ଷେତ୍ରପରିଦର୍ଶନ ପରେ ଜମି ହସ୍ତାନ୍ତର ନିମନ୍ତେ କେନ୍ଦ୍ର ରେଳବାଇମନ୍ତ୍ରୀଙ୍କ ସବୁଜ ସଙ୍କେତ କଟକ(ଏନ୍‌.ଏମ୍‌.): କେନ୍ଦ୍ର ରେଳବାଇ,ସଂଚାର,ଇଲେକଟ୍ରୋନିକ୍ସ ଓ ସୂଚନା ଓ ପ୍ରଯୁକ୍ତି ବିଜ୍ଞାନ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସ୍ୱତନ୍ତ୍ର ଅନୁରୋଧ କ୍ରମେ ତାଳଦଣ୍ଡାକେନାଲର ବାମପାର୍ଶ୍ୱରେ ନୂତନଭାବେ ନିର୍ମିତ ରାସ୍ତାକୁ ପରିଦର୍ଶନ କରି ସନ୍ତୁଷ୍ଟି ପ୍ରକାଶ କରିବା ସହ ଏହାର ସଂପ୍ରସାରଣ ପାଇଁ ଆବଶ୍ୟକ ହେଉଥିବା ୨ଏକର ରେଳବାଇ ଜମିର ହସ୍ତାନ୍ତକରଣର ଆବଶ୍ୟକତାକୁ ଅନୁଧ୍ୟାନ ପୂର୍ବକ…

Read More

ମହାନଗର ନିଗମ ଆଇନ ଅଧ୍ୟାୟ-୨୧ ଅନୁଯାୟୀ ବେଆଇନ ଭାବେ ଉଛେଦ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ଦାବିରେ ବିକ୍ଷୋଭ

ମହାନଗର ନିଗମ ଆଇନ ଅଧ୍ୟାୟ-୨୧ ଅନୁଯାୟୀ ବେଆଇନ ଭାବେ ଉଛେଦ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ଦାବିରେ ବିକ୍ଷୋଭ କଟକ(ଏନ୍‌.ଏମ୍‌.): ବସ୍ତି ବାସିନ୍ଦାଙ୍କ ଦୀର୍ଘ ଆନ୍ଦୋଳନ ଫଳରେ ବସ୍ତି ବାସିନ୍ଦାଙ୍କ ପାଇଁ ପୂର୍ବରୁ ପୌରପାଳିକା ଓ ପରେ ମହାନଗର ନିଗମ ସାମ୍ବିଧାନିକ ଅଧିକାର ଅନୁଯାୟୀ ବସ୍ତି ବାସିନ୍ଦାଙ୍କୁ ସହରବାସୀ ବୋଲି ସ୍ୱୀକୃତି ଦେବାସହ ଆଇନ କରାଯାଇଛି । ବସ୍ତି ବାସିନ୍ଦାମାନଙ୍କୁ ରହୁ ଥିବା ସ୍ଥାନରେ ବା ବାସୋପଯୋଗୀ ସ୍ଥାନରେ ଜାଗା ଓ ଘର ଯୋଗାଇ ଦେବେ ଆଇନଗତ ବିଧି…

Read More