ଶୈଳବାଳା ମହାବିଦ୍ୟାଳୟରେ ଭର୍ଚ୍ଚୁଆଲ ମାଧ୍ୟମରେ ୪ ଶହ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଶୈଳବାଳା ମହାବିଦ୍ୟାଳୟରେ ଭର୍ଚ୍ଚୁଆଲ ମାଧ୍ୟମରେ ୪ ଶହ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ #କଟକ(ଏନ୍.ଏମ୍.): କଟକର ଶୈଳବାଳା ମହିଳା (ସ୍ୱୟଂଶାସିତ) ମହାବିଦ୍ୟାଳୟରେ ଛାତ୍ରୀମାନଙ୍କ ନିମନ୍ତେ ୪ ଶହ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସର ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସେହିପରି ମହାବିଦ୍ୟାଳୟ ପରିସରରେ ନ୍ୟୁ ଆକାଡେମିକ୍ ବ୍ଲକ୍ର ମଧ୍ୟ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଭର୍ଚ୍ଚୁଆଲ୍ ମୋଡ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ଉପରୋକ୍ତ ପ୍ରକଳ୍ପର…
