ଶେଷ ପର୍ଯ୍ୟାୟରେ ମେଣ୍ଟ ଚର୍ଚ୍ଚା: ଶେଷ ହେଲା ବିଜେପିର ଚୁଡ଼ାନ୍ତ ବୈଠକ, ଅମିତ ଶାହ କରିପାରନ୍ତି ଘୋଷଣା !

ଶେଷ ପର୍ଯ୍ୟାୟରେ ମେଣ୍ଟ ଚର୍ଚ୍ଚା: ଶେଷ ହେଲା ବିଜେପିର ଚୁଡ଼ାନ୍ତ ବୈଠକ, ଅମିତ ଶାହ କରିପାରନ୍ତି ଘୋଷଣା ! #ଭୁବନେଶ୍ୱର/ନୂଆଦିଲ୍ଲୀ(ଏନ୍‌.ଏମ୍‌.): ରାଜ୍ୟରେ ବିଜେପି-ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗତକାଲି ରାଜ୍ୟ ବିଜେପି ନେତୃତ୍ୱ ଦିଲ୍ଲୀରେ ପହଞ୍ଚିବା ପରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମେଣ୍ଟକୁ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି । ତେବେ ଆଗାମୀ ନିର୍ବାଚନରେ ବିଜେପି ଓ ବିଜେଡି ମିଳିତ ଭାବେ ନିର୍ବାଚନ ଲଢ଼ିବେ…

Read More

ଓଡ଼ିଶା ରାଜନୀତିରେ ବଢ଼ୁଛି ମେଣ୍ଟ ଚର୍ଚ୍ଚା: ବିଜେପିର ଦିଲ୍ଲୀରେ ଚାଲିଛି ଉଚ୍ଚସ୍ତରୀୟ ଆଲୋଚନା

ଓଡ଼ିଶା ରାଜନୀତିରେ ବଢ଼ୁଛି ମେଣ୍ଟ ଚର୍ଚ୍ଚା: ବିଜେପିର ଦିଲ୍ଲୀରେ ଚାଲିଛି ଉଚ୍ଚସ୍ତରୀୟ ଆଲୋଚନା #ଭୁବନେଶ୍ୱର(ଏନ୍‌.ଏମ୍‌.): ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଏବେ ବିଜେପି-ବିଜେଡି ମେଣ୍ଟକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ଗୋଟିଏ ପଟେ ବିଜେପି-ବିଜେଡି ମଧ୍ୟରେ ପୂର୍ବଭଳି କାଦୁଅ ଫିଙ୍ଗା ହେଉନଥିବାବେଳେ ସ୍ପଷ୍ଟ ହେଉନି ମେଣ୍ଟ ନିଷ୍ପତ୍ତି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାଗସ୍ତରେ ଆସି ଥିବାବେଳେ କର୍ମୀମାନେ ଭାବିଥିଲେ ଏଥର ବିଜେଡି ସରକାର ବିରୋଧରେ ବର୍ଷିବା ସହିତ କର୍ମୀମାନଙ୍କୁ ନିର୍ବାଚନନେଇ ଉତ୍ସାହିତ କରିବେ…

Read More

କମିଶନରେଟ ପୁଲିସର ସଫଳତା: ଚୋରାବନ୍ଧୁକ କାରବାରର ଖୋଲିଲା ଗୁମର, ୪ ବନ୍ଧୁକ ୧୨ରାଉଣ୍ଡ ଗୁଳି ଜବତ

କମିଶନରେଟ ପୁଲିସର ସଫଳତା: ଚୋରାବନ୍ଧୁକ କାରବାରର ଖୋଲିଲା ଗୁମର, ୪ ବନ୍ଧୁକ ୧୨ରାଉଣ୍ଡ ଗୁଳି ଜବତ ବିହାରରୁ ବନ୍ଧୁକ ଆଣି କରୁଥିଲେ ବେପାର, ୩ ଗିରିଫ ଜଗତପୁର(ଏନ୍‌.ଏମ୍‌.): କଟକ କମିଶନରେଟ ପୁଲିସକୁ ମିଳିଛି ବଡ଼ ଧରଣର ସଫଳତା । ବିଭିନ୍ନ ଅପରାଧ ନିମନ୍ତେ ବ୍ୟବହୃତ ଚୋରା ବନ୍ଧୁକ ଯୋଗାଉଥିବା ଗ୍ୟାଙ୍ଗର ୩ଜଣ ସଦସ୍ୟଙ୍କୁ ପୁଲିସ ଗିରଫ କରିଛି । ତେବେ ଏହି ବନ୍ଧୁକଗୁଡ଼ିକ ବିହାରଣୁ ଆଣି ଏଠାରେ ବିଭିନ୍ନ ଅପରାଧୀମାନଙ୍କୁ ବିକ୍ରି କରାଯାଉଥିବା ସମ୍ପର୍କରେ ପୁଲିସକୁ ମିଳିଛି…

Read More