ସିଏମସି ମେୟରଙ୍କ ହସ୍ତକ୍ଷେପ: କଟକ ରିଟେଲ ଡିଲର୍ସ ଆସୋସିଏସନ ଆନ୍ଦୋଳନ ପ୍ରତ୍ୟାହୃତ
ସିଏମସି ମେୟରଙ୍କ ହସ୍ତକ୍ଷେପ: କଟକ ରିଟେଲ ଡିଲର୍ସ ଆସୋସିଏସନ ଆନ୍ଦୋଳନ ପ୍ରତ୍ୟାହୃତ [caption id="attachment_12035" align="alignnone" width="300"] News by Umakanta Jena (Cuttack)[/caption] #କଟକ(ଏନ୍.ଏମ୍.): କଟକ ମହାନଗର ଅଞ୍ଚଳରେ ୧୫୯ ଜଣ ଖୁଚୁରା ବିକ୍ରେତା ମାନେ କଟକ ମହାନଗରର ୭୪୫୫୭ ପଡି କାର୍ଡ ଧାରୀଙ୍କୁ ସରକାରଙ୍କ ଦ୍ୱାରା…










