ଜଗତପୁରରେ କ୍ଲବ ବାରଣ୍ଡାରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର : ବିତିଲା ୧୦ ବର୍ଷ ଘର ଖଣ୍ଡେ ନାହିଁ
ଜଗତପୁରରେ କ୍ଲବ ବାରଣ୍ଡାରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର : ବିତିଲା ୧୦ ବର୍ଷ ଘର ଖଣ୍ଡେ ନାହିଁ #ଜଗତପୁର (ଏନ୍.ଏମ୍.): ସରକାର ମହିଳା ଓ ଶିଶୁମାନଙ୍କ ବିକାଶ ନିମନ୍ତେ ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି । ମହିଳା ଓ ଶିଶୁମାନଙ୍କୁ ଅପପୃଷ୍ଟିରୁ ସୁରକ୍ଷା ଦେବା ସହ ଶିଶୁମାନଙ୍କ ବୌଦ୍ଧିକ…




