ରାଇରଙ୍ଗପୁରରେ ଜରାନିବାସ କେନ୍ଦ୍ର ଉଦଘାଟିତ
ରାଇରଙ୍ଗପୁରରେ ଜରାନିବାସ କେନ୍ଦ୍ର ଉଦଘାଟିତ [caption id="attachment_11719" align="alignnone" width="300"] News by Akshay Kumar Biswal. (Rairangpur)[/caption] #ରାଇରଙ୍ଗପୁର(ଏନ୍.ଏମ୍.): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ପୁରୁଣାଘାଟି ୮ ନମ୍ବର ୱାର୍ଡରେ ହେଲ୍ପ ଏଜର ଇଣ୍ଡିଆ, ନିୟୁଦିଲ୍ଲୀ ତରଫରୁ ଆଦମୀ ପ୍ରେମଜୀ ଫାଉଣ୍ଡେସନ ଏବଂ ମୟୂରଭଞ୍ଜ ଜିଲ୍ଲାର…











