ପୂଜା ଛୁଟି ହେଲା ଜୀବନ ଛୁଟି: ପୁରୀ ସମୁଦ୍ରରେ ଗାଧୋଇଲା ବେଳେ ଟାଣିନେଲା ଲହଡ଼ି
ପୂଜା ଛୁଟି ହେଲା ଜୀବନ ଛୁଟି: ପୁରୀ ସମୁଦ୍ରରେ ଗାଧୋଇଲା ବେଳେ ଟାଣିନେଲା ଲହଡ଼ି ପୁରୀ (ଏନ୍.ଏମ୍.): ପୂଜା ଛୁଟିରେ ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ । ହେଲେ କିଏ ଜାଣିଥିଲା ପୂଜା ଛୁଟି ହିଁ ତାଙ୍କ ଜୀବନର ଛୁଟି କରିଦେବ । ତେବେ ଜଣେ ପର୍ଯ୍ୟଟକ…


