ଆଠଗଡ଼ରେ ସାଇବର ସଚେତନତା ଶିବିର
ଆଠଗଡ଼ରେ ସାଇବର ସଚେତନତା ଶିବିର [caption id="attachment_11159" align="alignnone" width="300"] News By Maheswar Behera (Athagarh)[/caption] #ଆଠଗଡ଼(ଏନ୍.ଏମ୍.): ଓଡିଶା ପୁଲିସ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସାଇବର କ୍ରାଇମ ଉପରେ ସଚେତନତା କରିବାକୁ ଆରମ୍ଭ ହୋଇଥିବା ସାଇବର ରଥ ଆଠଗଡ ଥାନା ଅଞ୍ଚଳରେ ପହଞ୍ଚିଛି । ଏହି ଉପଲକ୍ଷେ…





