ଦେଶ ସେବାରେ ସହିଦ ହୋଇଗଲେ ନୌସେନାର ଜବାନ, ଆଠଗଡ଼ ମାଟିର ପୁଅ ଜନସନ
ଦେଶ ସେବାରେ ସହିଦ ହୋଇଗଲେ ନୌସେନାର ଜବାନ, ଆଠଗଡ଼ ମାଟିର ପୁଅ ଜନସନ #ଆଠଗଡ଼(ଏନ୍.ଏମ୍.): ଦେଶ ମାତୃକାର ସେବା ପାଇଁ ଭାରତୀୟ ନୌସେନାରେ ଯୋଗ ଦେଇଥିବା ଜଣେ ଜବାନ ଆଜି ସହିଦ ହୋଇ ଯାଇଛନ୍ତି । ଦେଶର ସୁରକ୍ଷା ପାଇଁ ଅଣ୍ଟାଭିଡିଥିବା ଜବାନ ନିଜର ପ୍ରାଣକୁ ପଛରେ ପକାଇ ଦେଶ ପାଇଁ ଆଜି ସହିଦ ହୋଇ ଯାଇଛନ୍ତି । ଆଉ ସେ ନିଜକୁ ନିଜର ପରିବାରକୁ ପଛରେ ପକାଇ ପାଲଟି ଯାଇଛନ୍ତି ଅଫେରା ପଥର ପଥିକ…
