ନିମପୁର ଶ୍ମଶାନରେ ଅତ୍ୟାଧୁନିକ ଶବଦାହ ଗୃହ ଉଦଘାଟିତ
ନିମପୁର ଶ୍ମଶାନରେ ଅତ୍ୟାଧୁନିକ ଶବଦାହ ଗୃହ ଉଦଘାଟିତ [caption id="attachment_10671" align="alignnone" width="300"] News From Kanhu Chanran Panda (Jagatpur)[/caption] #ଜଗତପୁର(ଏନ୍.ଏମ୍.): ସ୍ୱାୟତ୍ତ ଶାସନ ଦିବସ ଅବସରରେ କଟକ ମହାନଗର ଅନ୍ତର୍ଗତ ୪୮ନମ୍ବର ୱାର୍ଡ଼ ଜଗତପୁରସ୍ଥିତ ନିମପୁର ଶ୍ମଶାନରେ ଏକ ଅତ୍ୟାଧୁନିକ ଶବଦାହ ଗୃହ ଉଦ୍ଘାଟିତ ହୋଇଯାଇଛି…



