ମହାନଦୀରେ ବୁଡି ଦୁଇ ଜଣ କଲେଜ ଛାତ୍ର ନିଖୋଜ
ମହାନଦୀରେ ବୁଡି ଦୁଇ ଜଣ କଲେଜ ଛାତ୍ର ନିଖୋଜ [caption id="attachment_10475" align="alignnone" width="300"] News by Aditya Kumar Paital (Baranga)[/caption] #ବାରଙ୍ଗ(ଏନ୍.ଏମ୍.): ବାରଙ୍ଗ ବ୍ଲକ ଅନ୍ତର୍ଗତ ତଳଗଡ ଠାରେ ମହାନଦୀରେ ପୂର୍ବାହ୍ନ ୧୨ଘଟିକାରେ ଦୁଇଜଣ କଲେଜ ଛାତ୍ର ଗାଧୋଇବାକୁ ଆସି ଗଭୀର ପାଣିରେ ନିଖୋଜ ହୋଇଛନ୍ତି…





