ମାଟ୍ରିକ ପରୀକ୍ଷା ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତ କଲେ ସରକାର : +୨ରେ ୧୩୪୬୮ଟି ସିଟ ବୃଦ୍ଧି, ୧୦୬ଟି ହାଇସ୍କୁଲ ହେଲା ଅପଗ୍ରେଡ
ମାଟ୍ରିକ ପରୀକ୍ଷା ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତ କଲେ ସରକାର +୨ରେ ୧୩୪୬୮ଟି ସିଟ ବୃଦ୍ଧି, ୧୦୬ଟି ହାଇସ୍କୁଲ ହେଲା ଅପଗ୍ରେଡ [caption id="attachment_9648" align="alignnone" width="300"] News by B.Mishra (BBSR)[/caption] #ଭୁବନେଶ୍ୱର(ଏନ୍.ଏମ୍.): ଚଳିତ ଶିକ୍ଷାବର୍ଷରେ ରାଜ୍ୟରେ ମାଟ୍ରିକ ପରୀକ୍ଷାରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ +୨ ଅଧ୍ୟୟନ ନେଇ…












