ବିଶିଷ୍ଟ ରାଜନେତା ତଥା ପୂର୍ବତନ ପିସିସି ମୁଖପାତ୍ର ଅଶୋକ ସାମଲଙ୍କ ବିୟୋଗ
ବିଶିଷ୍ଟ ରାଜନେତା ତଥା ପୂର୍ବତନ ପିସିସି ମୁଖପାତ୍ର ଅଶୋକ ସାମଲଙ୍କ ବିୟୋଗ [caption id="attachment_9489" align="alignnone" width="300"] News by Padmalochan Mishra (Cuttack)[/caption] କଟକ(ଏନ୍.ଏମ୍.): ଆଜି ଅପରାହ୍ନରେ ବିଶିଷ୍ଟ ରାଜନେତା ତଥା ପିସିସି ପୂର୍ବତନ ମୁଖପାତ୍ର ଅଶୋକ ସାମଲଙ୍କ ପରଲୋକ ହୋଇଯାଇଛି । ସ୍ଥାନୀୟ ତେଲେଙ୍ଗା ବଜାର…



