୫ଟି ଜିଲ୍ଲାରେ ଆଞ୍ଚଳିକ ଜୁଡ଼ିସିଆଲ ଏକାଡେମୀ ଉଦ୍ଘାଟିତ
୫ଟି ଜିଲ୍ଲାରେ ଆଞ୍ଚଳିକ ଜୁଡ଼ିସିଆଲ ଏକାଡେମୀ ଉଦ୍ଘାଟିତ [caption id="attachment_9503" align="alignnone" width="300"] News by Padmalochan Mishra (Cuttack)[/caption] #କଟକ(ଏନ୍.ଏମ୍.): ସିଡିଏ ସ୍ଥିତ ଓଡ଼ିଶା ଜୁଡିସିଆଲ୍ ଏକାଡେମୀର ଗତିକୃଷ୍ଣ ମିଶ୍ର ପ୍ରେକ୍ଷାଳୟରେ ରାଜ୍ୟର ୫ଟି ଜିଲ୍ଲାରେ ଆଜି ଆଞ୍ଚଳିକ ଜୁଡ଼ିସିଆଲ ଏକାଡେମୀ ଉଦ୍ଘାଟିତ ହୋଇଯାଇଛି । ଜୁଡ଼ିସିଆଲ…



