ଜୀବଜନ୍ତୁ କଲ୍ୟାଣ ଦିବସ ଏବଂ ଜୀବଜନ୍ତୁ ମଙ୍ଗଳ ପକ୍ଷ ଅବସରରେ ରାଇରଙ୍ଗପୁର ଗୋଶାଳାରେ ମାଗଣା ପ୍ରାଣୀ ଚିକିତ୍ସା ଶିବିର
ଜୀବଜନ୍ତୁ କଲ୍ୟାଣ ଦିବସ ଏବଂ ଜୀବଜନ୍ତୁ ମଙ୍ଗଳ ପକ୍ଷ ଅବସରରେ ରାଇରଙ୍ଗପୁର ଗୋଶାଳାରେ ମାଗଣା ପ୍ରାଣୀ ଚିକିତ୍ସା ଶିବିର #ରାଇରଙ୍ଗପୁର (ଏନ୍.ଏମ୍.): ସାରା ଭାରତରେ ଜାନୁଆରୀ ୧୪ ରୁ ଜାନୁଆରୀ ୩୦ ତାରିଖ ଯାଏଁ ଯାହାକି ଜୀବଜନ୍ତୁ କଲ୍ୟାଣ ପକ୍ଷ ଭାବେ ପାଳନ କରାଯାଉଛି । ରାଜ୍ୟରେ ଜାନୁଆରୀ ୨୫ ତାରିଖ ଦିନ ଜୀବଜନ୍ତୁ କଲ୍ୟାଣ ଦିବସ ଭାବେ ପାଳନ କରାଯାଉଛି । ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ୧୯୫୮ମସିହାରେ ପ୍ରତିଷ୍ଠା ହୋଇଥିବା ଗୋଶାଳା ପରିସରରେ ରାଜ୍ୟ ପ୍ରାଣୀ…
