ଦଳୀୟ ସାଂସଦଙ୍କୁ ଜନସମ୍ପର୍କ ବଢାଇବା ସହ ସୋସିଆଲ ମିଡିଆ ଉପରେ ଫୋକସ କରିବାକୁ ମୋଦୀଙ୍କ ନିର୍ଦ୍ଦେଶ

ଦଳୀୟ ସାଂସଦଙ୍କୁ ଜନସମ୍ପର୍କ ବଢାଇବା ସହ ସୋସିଆଲ ମିଡିଆ ଉପରେ ଫୋକସ କରିବାକୁ ମୋଦୀଙ୍କ ନିର୍ଦ୍ଦେଶ ନୂଆଦିଲ୍ଲୀ(ଏନ୍‌.ଏମ୍‌.): ଆଗାମୀ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନ ଓ ଚଳିତ ବର୍ଷ ବିଭିନ୍ନ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ନୂତନ ରଣନୀତି ପ୍ରସ୍ତୁତି ଆରମ୍ଭ କରିଛି । ଆଗାମୀ ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବା ଉପରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମୀକ୍ଷା କରିଛନ୍ତି । ସଂସଦର ଶୀତକାଳୀନ ଅଧିବେଶନ ଶେଷ ହେବା…

Read More

ପ୍ରେମରେ ବିଫଳ ହେବା ପରେ ପ୍ରେମିକାର ଅଶ୍ଳିଳ ଫଟୋ ଭାଇରାଲ କରି ପ୍ରେମିକ ଗିରଫ

ପ୍ରେମରେ ବିଫଳ ହେବା ପରେ ପ୍ରେମିକାର ଅଶ୍ଳିଳ ଫଟୋ ଭାଇରାଲ କରି ପ୍ରେମିକ ଗିରଫ #ଜଗତପୁର(ଏନ୍‌.ଏମ୍‌.): ପ୍ରତିହିଂସା ପରାୟଣ ହୋଇ ଜଣେ ପ୍ରେମିକ ପ୍ରେମିକାଙ୍କ ଅଶ୍ଳିଳ ଫଟୋ ଭାଇରାଲ କରି ଗିରଫ ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏଭଳି ଅଭାବନୀୟ ଘଟଣା କଟକ କମିଶନରେଟ ଅଧିନସ୍ଥ ଜଗତପୁର ଥାନା ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି । ତେବେ ଅଭିଯୋଗ ପାଇ ଜଗତପୁର ପୁଲିସ ପ୍ରେମିକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ…

Read More

ନାହାକାଣୀଡିହି ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ରାଷ୍ଟ୍ରୀୟ ଯୁବ ଦିବସ

ନାହାକାଣୀଡିହି ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ରାଷ୍ଟ୍ରୀୟ ଯୁବ ଦିବସ #ଭଦ୍ରକ(ଏନ୍‌.ଏମ୍‌.): ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ନାୟକାଣିଡିହି ବିବେକାନନ୍ଦ ଶିକ୍ଷାକେନ୍ଦ୍ର ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ୧୬୧ତମ ଜୟନ୍ତୀ ଅବସରରେ ରାଷ୍ଟ୍ରୀୟ ଯୁବ ଦିବସ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ପ୍ରାତଃ ସମୟରେ ଶିକ୍ଷାକେନ୍ଦ୍ରର କୁନି କୁନି ପିଲାମାନେ ସ୍ୱାମୀ ବିବେକାନନ୍ଦ ବେଶରେ ସୁସଜ୍ଜିତ ହୋଇ ପ୍ରଭାତ ଫେରି କରିବା ପରେ ବିଦ୍ୟାଳୟ ପରିସରରେ ଏକ ସଭା କାର୍ଯ୍ୟ ଆୟୋଜିତ ହୋଇଥିଲା । ଆୟୋଜିତ ସଭାରେ ପ୍ରଧାନ…

Read More

ବାସୁଦେବପୁରରେ ଏଚଡିଏଫସି ବ୍ୟାଙ୍କ ଉଦ୍‌ଘାଟନ

ବାସୁଦେବପୁରରେ ଏଚଡିଏଫସି ବ୍ୟାଙ୍କ ଉଦ୍‌ଘାଟନ #ଭଦ୍ରକ(ଏନ୍‌.ଏମ୍‌.): ଭଦ୍ରକଜିଲ୍ଲା ବାସୁଦେବପୁର ସ୍ଥିତ ଅଟ୍ଟଳ ବିହାରୀ ମହାବିଦ୍ୟାଳୟରେ ନିକଟରେ ଏଚ.ଡି.ଏଫ୍‌. ସି. ବ୍ୟାଙ୍କର ଏକ ଶାଖା ଉଦ୍ଘାଟିତ ହୋଇଯାଇଛି । ଏହି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ତହସିଲଦାର ସୌଭାଗ୍ୟ ରଞ୍ଜନ ପଣ୍ଡା ଫିତା କାଟି ବ୍ୟାଙ୍କର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ପିତାମ୍ବର ମଲ୍ଲିକ, ଗୋପାଳ ଚନ୍ଦ୍ର ମିଶ୍ର, ବିଧାୟକଙ୍କ ପ୍ରତିନିଧି ଅଶିତ କୁମାର ଦାସ, କମଳାକାନ୍ତ ରଣା, ଭାଗିରଥି ପଲାଇ, କଂଗ୍ରେସର ଦଳର…

Read More

କୋଣାର୍କ ଜ୍ଞାନ ମଞ୍ଚ ପକ୍ଷରୁ ଜାତୀୟ ଯୁବ ଦିବସ

କୋଣାର୍କ ଜ୍ଞାନ ମଞ୍ଚ ପକ୍ଷରୁ ଜାତୀୟ ଯୁବ ଦିବସ #କୋଣାର୍କ(ଏନ୍‌.ଏମ୍‌.): କୋଣାର୍କ ଜ୍ଞାନ ମଞ୍ଚ ପକ୍ଷରୁ ଜାତୀୟ ଯୁବ ଦିବସ ତଥା ସ୍ୱାମୀ ବିବେକାନନ୍ଦଙ୍କ ୧୬୧ ତମ ଜୟନ୍ତୀ କୋଣାର୍କ ସ୍ଥିତ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ଡ. ହରମୋହନ ମିଶ୍ର ଯୋଗଦେଇ ସ୍ୱାମୀଜୀଙ୍କ ଜୀବନାଦର୍ଶ ସମ୍ପର୍କରେ ଆଲୋଚନା କରି କହିଥିଲେ ସ୍ୱାମୀ ବିବେକାନନ୍ଦ ଯୁବ ସମାଜର ସର୍ବକାଳୀନ…

Read More

ବସରେ ଚୋରା ଗଞ୍ଜେଇ ଖୋଜୁଖୋଜୁ ମିଳିଲା ୪ପେଟି ଟଙ୍କା: ଅବକାରୀ ବିଭାଗ ତାଜୁବ

ବସରେ ଚୋରା ଗଞ୍ଜେଇ ଖୋଜୁଖୋଜୁ ମିଳିଲା ୪ପେଟି ଟଙ୍କା: ଅବକାରୀ ବିଭାଗ ତାଜୁବ #ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଆଳୁ ଖୋଳୁଖୋଳୁ ମହାଦେବ । ଏହି ଭଳି ରୁଢ଼ି ଆଜି ସତ୍ୟରେ ପରିଣତ ହୋଇଛି । କଟକ ଜିଲ୍ଲା ଟାଙ୍ଗୀଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥରେ ଆଜି ଅବକାରୀ ବିଭାଗ ଚୋରା ଗଞ୍ଜେଇ ତଲାସରେ ଥିବାବେଳେ ମିଳିଲା ପେଟି ପେଟି ଟଙ୍କା(ନୋଟ) । ତେବେ ପେଟିରୁ ଗଞ୍ଜେଇ ବଦଳରେ ଏତେଗୁଡ଼ିଏ ଟଙ୍କା ପାଇବା ପରେ ବିଭାଗୀୟ ଅଧିକାରୀଙ୍କ ମୁଣ୍ଡ ମଧ୍ୟ ଚକ୍‌କର…

Read More

ଜଙ୍ଗଲରୁ ସନ୍ଦେହ ଜନକ ଅବସ୍ଥାରେ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଜଙ୍ଗଲରୁ ସନ୍ଦେହ ଜନକ ଅବସ୍ଥାରେ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର #ଆଠଗଡ଼ (ଏନ୍‌.ଏମ୍‌.): ଓଡ଼ିଶା କ୍ରିକେଟ ଜଗତ ପାଇଁ ଏକ ଦୁଃଖଦ ଖବର । ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଆଠଗଡ଼ ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ବ୍ରାହ୍ମଣବସ୍ତ ଜଙ୍ଗଲରୁ ଠାବ ହୋଇଛି । ଏନେଇ ମଙ୍ଗଳାବାଗ ଥାନା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ସକାଳେ କଟକ ମଙ୍ଗଳାବାଗ ଥାନାର ଏକ ପୁଲିସ୍ ଟିମ୍ ଯାଇ ଜଙ୍ଗଲରେ ଖୋଜାଖୋଜି…

Read More