ଅସହାୟଙ୍କୁ ଶୀତବସ୍ତ୍ର ବାଣ୍ଟିଲା ଗଜାନନ ସେବା ସମିତି
ଅସହାୟଙ୍କୁ ଶୀତବସ୍ତ୍ର ବାଣ୍ଟିଲା ଗଜାନନ ସେବା ସମିତି ଜଗତପୁର(ଏନ୍.ଏମ୍.): ଜଗତପୁର ଅଞ୍ଚଳର ସ୍ୱେଚ୍ଛେସେବୀ ଅନୁଷ୍ଟାନ ଗଜାନନ ସେବା ସମିତି ଗରିବ ଅସହାୟ ମାନଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ସମ୍ପ୍ରତି ଶୀତର ପ୍ରକୋପ ବଢ଼ି ଚାଲୁଥିବାବେଳେ ଏହି ଗରିବ ଲୋକଙ୍କୁ ରାତିରେ ଅସହ୍ୟ ଥଣ୍ଡାରୁ ରକ୍ଷା ପାଇବା ନିମନ୍ତେ କମ୍ବଳ ଟିଏ ନାହିଁ । ଫଳରେ ସେମାନେ ଭୋଗ କରୁଥିବା ସମସ୍ୟାକୁ ସମିତିର କର୍ମକର୍ତ୍ତା ମାନେ ଉପଲବ୍ଧି କରି ନିମପୁର କୃଷ୍ଣେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣରେ ଭିକ୍ଷୁକମାନଙ୍କୁ…
