ଚୌଦ୍ୱାର କଲେଜରେ ସମ୍ବିଧାନ ଦିବସ
ଚୌଦ୍ୱାର କଲେଜରେ ସମ୍ବିଧାନ ଦିବସ [caption id="attachment_7087" align="alignnone" width="300"] News by Smruti Ranjan Tripathy (Choudwar)[/caption] ଚୌଦ୍ୱାର(ଏନ୍.ଏମ୍.): ପ୍ରତି ବର୍ଷ ନଭେମ୍ବର ୨୬ ତାରିଖକୁ ସମ୍ବିଧାନ ଦିବସ ଭାବରେ ପାଳନ କରାଯାଇଥାଏ । ୧୯୪୯ ମସିହା ନଭେମ୍ବର ୨୬ରେ ଭାରତ ସମ୍ବିଧାନକୁ ପ୍ରଥମେ ଗ୍ରହଣ କରିଥିଲା…

