କଟକର ଐତିହାସିକ ବାଲିଯାତ୍ରା ୨୦୨୨ ଉଦ୍ଘାଟିତ : ‘ସାଧବ ପୁଅଙ୍କ ନୌବାଣିଜ୍ୟର ସ୍ମାରକୀ ବାଲିଯାତ୍ରା’
କଟକର ଐତିହାସିକ ବାଲିଯାତ୍ରା ୨୦୨୨ ଉଦ୍ଘାଟିତ ‘ସାଧବ ପୁଅଙ୍କ ନୌବାଣିଜ୍ୟର ସ୍ମାରକୀ ବାଲିଯାତ୍ରା’ [caption id="attachment_6861" align="alignnone" width="300"] News by Smruti Ranjan Tripathy (Cuttack)[/caption] କଟକ(ଏନ୍.ଏମ୍.): ଦୀର୍ଘ ୨ବର୍ଷ ପରେ ଆଜି କଟକ ବାଲିଯାତ୍ରା ଉଦ୍ଘାଟିତ ହୋଇ ଯାଇଛି । ପୂର୍ବରୁ କରୋନା କଟକଣା ଯୋଗୁଁ…



