ଓଡ଼ିଶା ସିଭିଲ ସର୍ଭିସ ୨୦୨୦ ପରୀକ୍ଷା ଫଳ ପ୍ରକାଶିତ: ୬୦ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୯୨ଜଣ ଉତ୍ତୀର୍ଣ୍ଣ

ଓଡ଼ିଶା ସିଭିଲ ସର୍ଭିସ ୨୦୨୦ ପରୀକ୍ଷା ଫଳ ପ୍ରକାଶିତ: ୬୦ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୯୨ଜଣ ଉତ୍ତୀର୍ଣ୍ଣ କଟକ(ଏନ୍‌.ଏମ୍‌.): ଓଡ଼ିଶା ସିଭିଲ୍ ସର୍ଭିସ୍‌-୨୦୨୦ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ମୋଟ ୩୯୨ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୪୪ଜଣ ପୁରୁଷ ଥିବାବେଳେ ୧୪୮ଜଣ ମହିଳା ଅଛନ୍ତି । ସେମାନଙ୍କ ମଧ୍ୟରୁ ତେଜସ୍ୱିନୀ ବେହେରା ଓଏଏସ ଟପର ହୋଇଛନ୍ତି । ତେବେ ଏଥିରେ ପ୍ରଥମ ୩ଟି ସ୍ଥାନ ଅଧିକାର କରିଛନ୍ତି ଛାତ୍ରୀ । ତେଜସ୍ୱିନୀ…

Read More

ମେଲାଣି ନେଉଛନ୍ତି ଜଗତଜନନୀ, ଦେବୀଗଡ଼ାରେ ମେଢ଼ ବିସର୍ଜନ

ମେଲାଣି ନେଉଛନ୍ତି ଜଗତଜନନୀ, ଦେବୀଗଡ଼ାରେ ମେଢ଼ ବିସର୍ଜନ କଟକ(ଏନ୍‌.ଏମ୍‌.): ଆଜି ଧରାପୃଷ୍ଠରୁ ମେଲାଣି ନେଉଛନ୍ତି ଜଗତଜନନୀ ମା’ ଦୁର୍ଗା । ଲଗାଣ ବର୍ଷା ସତ୍ତ୍ୱେ ଟୁଇନ୍ ସିଟିରେ ଭସାଣ ଉତ୍ସବ ବେଶ ଜମିବାରେ ଲାଗିଛି । ସତେ ଯେମିତି ବର୍ଷାକୁ ସହରବାସୀଙ୍କ ଖାତିର ନାହିଁ । ଐତିହାସିକ କଟକ ଦଶହରାରେ ପୂଜାପାଇଥିବା ମୂର୍ତ୍ତିମାନଙ୍କ ବିସର୍ଜନ ନିମନ୍ତେ ଅସ୍ଥାୟୀ ଜଳାଶୟ ହେବା ସହ ଭିଡ଼ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ସହରରେ ୫୫ ପ୍ଲାଟୁନ୍ ପୁଲିସ…

Read More

ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ଲୋକାର୍ପଣ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ଲୋକାର୍ପଣ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ(ଏନ୍‌.ଏମ୍‌.): ପୁରୀସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀସଦାଶିବ କ୍ୟାମ୍ପସ ପରିସରରେ ଦେଶର ଦ୍ୱିତୀୟ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ଓ ହିନ୍ଦୁ ଅଧ୍ୟୟନ କେନ୍ଦ୍ରକୁ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଲୋକାର୍ପଣ କରିଛନ୍ତି ।ଆୟୋଜିତ ସଭାରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ୨୦୨୨-୨୩ ଶିକ୍ଷା ବର୍ଷରେ ଶ୍ରୀ ସଦାଶିବ କ୍ୟାମ୍ପସ ପରିସରରେ ଆରମ୍ଭ ହେବାକୁ ଯାଉ…

Read More

ଦେବଗଡ଼ରେ ଗ୍ରାମାଭିମୁଖୀ ହେଉଛନ୍ତି ହାତୀ: ଆକ୍ରମଣରେ ଜଣେ ଯୁବକ ଗୁରୁତର

ଦେବଗଡ଼ରେ ଗ୍ରାମାଭିମୁଖୀ ହେଉଛନ୍ତି ହାତୀ: ଆକ୍ରମଣରେ ଜଣେ ଯୁବକ ଗୁରୁତର ଦେବଗଡ଼ (ଏନ୍‌.ଏମ୍‌.) : କଟକ ପରେ ଏବେ ଦେବଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି ହାତୀ ଆତଙ୍କ । ଗତକାଲି ରାତ୍ରୀ ପ୍ରାୟ ୮ଟା ସମୟରେ ରିଆମାଳ ବନଖଣ୍ଡ ପଳସମା ଫରେଷ୍ଟ ସେକ୍ସନ ଅନ୍ତର୍ଗତ କଣ୍ଟାବାହାଳ ଗ୍ରାମରେ ହାତୀ ତାଣ୍ଡବ ସୃଷ୍ଟି କରିଛି । ଉକ୍ତ ଗ୍ରାମର ଜଣେ ଯୁବଙ୍କୁ ହାତୀ ଅତର୍କିତ ଆକ୍ରମଣ କରିବା ଫଳରେ ସେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପ୍ରାପ୍ତ…

Read More

ନୂତନ ସିଡିଏସ ଜେନେରାଲଙ୍କୁ ମିଳିଲା ଜେଡପ୍ଲସ ସୁରକ୍ଷା

ନୂତନ ସିଡିଏସ ଜେନେରାଲଙ୍କୁ ମିଳିଲା ଜେଡପ୍ଲସ ସୁରକ୍ଷା ନୂଆଦିଲ୍ଲୀ(ଏଜେନ୍ସି): ଦେଶର ନୂଆ ସିଡିଏସ୍ ଜେନେରାଲ ଅନୀଲ ଚୌହାନଙ୍କୁ କେନ୍ଦ୍ର ସରକାର ଜେଡ୍ ପ୍ଲସ ସୁରକ୍ଷା ଯୋଗାଇ ଦେଇଛନ୍ତି । ଦିଲ୍ଲୀ ପୁଲିସ୍ ପକ୍ଷରୁ ତାଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯିବ । ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ଶୁକ୍ରବାର ଜେନେରାଲ ଚୌହାନ ଦେଶର ଦ୍ୱିତୀୟ ସିଡିଏସ୍ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏବେ ତାଙ୍କୁ ଜେଡ ପ୍ଲସ ସୁରକ୍ଷା…

Read More

ଲକ୍ଷ୍ମୀପୂଜାରେ ଆସୁଛି “ପ୍ରେମରେ ରିସ୍କ ହେଲା ମତେ ଇସ୍କ’

ଲକ୍ଷ୍ମୀପୂଜାରେ ଆସୁଛି “ପ୍ରେମରେ ରିସ୍କ ହେଲା ମତେ ଇସ୍କ’ ଭୁବନେଶ୍ୱର(ଏନ୍‌.ଏମ୍‌.): ଲକ୍ଷ୍ମୀପୂଜାରେ ଆସୁଛି ନୂଆ ଓଡ଼ିଆ ସିନେମା । ୟୁଏସ ମୋସନ ପିକ୍‌ଚର୍ସ ଓ କେ.ମୁରଲୀ କ୍ରିଷ୍ଣା ଫିଲ୍ମସ ମିଳିତ ସହଯୋଗରେ ମୁକ୍ତିଲାଭ କରିବାକୁ ଯାଉଛି “ପ୍ରେମରେ ରିସ୍କ ହେଲା ମତେ ଇସ୍କ’ । ନିକଟରେ ଏହି ସିନେମାର ଅଡିଓ ରିଲିଜ ହୋଇସାରିଥିବା ବେଳେ ଲକ୍ଷ୍ମୀ ପୂଜାରେ ସିନେମାଟି ମୁକ୍ତିଲାଭ କରିବ । ଏନେଇ ପ୍ରଡକ୍ସନ ହାଉସ ପକ୍ଷରୁ ସୂଚନା ଦିଆଯାଇଛି । ୟୁ.ଏସ. ମୋସନ ପିକ୍‌ଚର୍ସ…

Read More

ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ଭୁବନେଶ୍ୱର(ଏନ୍‌.ଏମ୍‌.): ଭାରତ ନିର୍ବାଚନ ଆୟୋଗ ଆଜି ରାଜ୍ୟର ଖାଲି ପଡ଼ିଥିବା ୪୬-ଧାମନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ ନିମନ୍ତେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ସୂଚନାଯୋଗ୍ୟ ଯେ, ସ୍ୱର୍ଗତ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଅକାଳ ବିୟୋଗ ଯୋଗୁଁ ୪୬-ଧାମନଗର ବିଧାନସଭା ଆସନଟି ଖାଲି ରହିଛି । ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ଅନୁସାରେ ଧାମନଗର ଆସନ ପାଇଁ ନିମ୍ନ ମତେ ନିର୍ବାଚନ ସୂଚୀ ଘୋଷଣା କରାଯାଇଛି । ୨୦୨୨…

Read More

ବ୍ରଏଲର କୁକୁଡ଼ା ଚାଷର ବିକାଶ ନିମନ୍ତେ ଚାଷୀ ଏବଂ ଇଣ୍ଟିଗ୍ରେଟରଙ୍କ ମଧ୍ୟରେ ଉତ୍ତମ ବାତାବରଣ ବଜାୟ ରହିବା ଆବଶ୍ୟକ: ମନ୍ତ୍ରୀ

ବ୍ରଏଲର କୁକୁଡ଼ା ଚାଷର ବିକାଶ ନିମନ୍ତେ ଚାଷୀ ଏବଂ ଇଣ୍ଟିଗ୍ରେଟରଙ୍କ ମଧ୍ୟରେ ଉତ୍ତମ ବାତାବରଣ ବଜାୟ ରହିବା ଆବଶ୍ୟକ: ମନ୍ତ୍ରୀ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ବ୍ରଏଲର କୁକୁଡ଼ା ଚାଷର ବିକାଶ ନିମନ୍ତେ କୁକୁଡ଼ା ଚାଷୀ ଏବଂ ଇଣ୍ଟିଗ୍ରେଟରମାନଙ୍କ ମଧ୍ୟରେ ଉତ୍ତମ ବାତାବରଣ ବଜାୟ ରଖିବା ଆବଶ୍ୟକ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଆଜି ଏହି ପରିପ୍ରେକ୍ଷୀରେ କୃଷି ଭବନଠାରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ…

Read More

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ବାପୁଜୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ତରଫରୁ ବାପୁଜୀଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଭୁବନେଶ୍ୱର(ଏନ୍‌.ଏମ୍‌.): ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ବିଭାଗ ଆନୁକୂଲ୍ୟରେ ଗାନ୍ଧୀ ଜୟନ୍ତୀ ଅବସରରେ ଗୁରୁ ବିଜୟ କୁମାର ଜେନା ଓ ସାଥିଙ୍କ ଦ୍ୱାରା ଏଠାରେ ଗାନ୍ଧିଜୀଙ୍କ ପ୍ରିୟ ଭଜନ ଗାନ କରାଯାଇଥିଲା ।…

Read More

ଯୌତୁକ ରହିତ ନିଆରା ବିବାହ

ଯୌତୁକ ରହିତ ନିଆରା ବିବାହ ଭୁବନେଶ୍ୱର(ଏନ୍‌.ଏମ୍‌.): ବିବାହ ଗୋଟିଏ ସାମାଜିକ କାର୍ଯ୍ୟକ୍ରମ । ବିବାହ ଭଳି ଗୋଟିଏ ପବିତ୍ର ବନ୍ଧନ ହୋଇଥିଲେ ମଧ୍ୟ ତାହା ସମସ୍ତଙ୍କ ପକ୍ଷେ ସହଜସାପେକ୍ଷ ହୋଇ ପାରିନଥାଏ । କେବେତେବେ ଗରିବ ବାପମା ମାନେ କନ୍ୟାର ବିବାହ ନିମନ୍ତେ ଯୌତୁକ ଦେଇ ନପାରିବା, ଅଭିଭାବକଙ୍କ ଅପାରଗତା ତଥା ବିଭିନ୍ନ କାରଣ ଯୋଗୁଁ ଝିଅଟିଏ ଜୀବନସାରା ଅବିବାହିତ ରହିଯାଏ । ବିଶେଷକରି ବର୍ତ୍ତମାନ ଯୁଗରେ ଯୌତୁକ ଦାନବ ପ୍ରକୋପରୁ ବିବାହ ଭଳି ଗୋଟିଏ ପବିତ୍ର…

Read More

କଟକ ରେଳ ଷ୍ଟେସନର ଆଧୁନିକିକରଣ ପାଇଁ ସାଢ଼େ ୩ ଶହ କୋଟି ଟଙ୍କା ବ୍ୟୟ ବରାଦ : ସାଂସଦ ଭର୍ତ୍ତୃହରି ମହତାବ

କଟକ ରେଳ ଷ୍ଟେସନର ଆଧୁନିକିକରଣ ପାଇଁ ସାଢ଼େ ୩ ଶହ କୋଟି ଟଙ୍କା ବ୍ୟୟ ବରାଦ : ସାଂସଦ ଭର୍ତ୍ତୃହରି ମହତାବ କଟକ(ଏନ୍‌.ଏମ୍‌.): କଟକ ରେଳ ଷ୍ଟେସନକୁ ଅଧିକ ସୁନ୍ଦର ତଥା ଷ୍ଟେସନର ନବୀକରଣ ସହ ଆଧୁନିକିକରଣ କରାଯିବା ପାଇଁ ବିଭାଗ ପକ୍ଷରୁ ସାଢ଼େ ୩ ଶହ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବା ଆଜି କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବଙ୍କ ଦ୍ୱାରା କଟକ ରେଳ ଷ୍ଟେସନଠାରେ ନବୀକରଣ ସମ୍ପର୍କରେ ଆୟୋଜିତ ସମୀକ୍ଷା ବୈଠକରେ ସୂଚନା…

Read More

ଚୌଦ୍ୱାର-କଟକ ବିଜେଡ଼ି ତରଫରୁ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ

ଚୌଦ୍ୱାର-କଟକ ବିଜେଡ଼ି ତରଫରୁ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କଟକ(ଏନ୍‌.ଏମ୍‌.): ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା-୨୦୨୨ର ଶୁଭାରମ୍ଭ ହୋଇଛି । ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଆଜି ପବିତ୍ର ଗାନ୍ଧୀଜୟନ୍ତୀ ଓ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଠାରୁ ଆରମ୍ଭ ହୋଇ ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ଏକ ମାସବ୍ୟାପୀ ଏହି…

Read More