ଛାତ୍ରକୁ ମାଡମାରି ଜେଲ ଗଲା ଯୁବକ
ଛାତ୍ରକୁ ମାଡମାରି ଜେଲ ଗଲା ଯୁବକ ଖଣ୍ଡପଡା(ଏନ୍.ଏମ୍.): ଖଣ୍ଡପଡା ବ୍ଳକ ଅଧିନ କିଆଝର ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଶ୍ରେଣୀ ଗୃହରେ ଅନଧିକାର ଭାବେ ପ୍ରବେଶ କରି ଦଶମ ଶ୍ରେଣୀର ଛାତ୍ର କାହ୍ନୁ ଚରଣ ବିଶ୍ୱାଳକୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣକ କିଆଝର ଗ୍ରାମର ଭୀମସେନ ନାୟକ ଓରଫ ସିପୁନ(୨୨)ବୋଲି ଜଣାପଡ଼ିଛି । ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଖଣ୍ଡପଡା ଉପକାରାଗାରକୁ ପଠାଇ ଦିଆଯାଇଥିବା…
