ହାଇକୋର୍ଟରେ ଓଟିଏମ୍ ପୁନରୁଦ୍ଧାର ପ୍ରସଙ୍ଗ:୧ମାସ ମଧ୍ୟରେ ୧୧୫ କୋଟି ଟଙ୍କା ଦାଖଲ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ
ହାଇକୋର୍ଟରେ ଓଟିଏମ୍ ପୁନରୁଦ୍ଧାର ପ୍ରସଙ୍ଗ ୧ମାସ ମଧ୍ୟରେ ୧୧୫ କୋଟି ଟଙ୍କା ଦାଖଲ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ କଟକ(ଏନ୍.ଏମ୍.): କଟକ ଜିଲ୍ଲାର ଐତିହାସିକ ଶିଳ୍ପନଗରୀ ଚୌଦ୍ୱାରସ୍ଥିତ ଓଡିଶା ଟେକ୍ସଟାଇଲ ମିଲ୍(ଓଟିଏମ୍) ପୁନରୁଦ୍ଧାର ମାମଲାର ଶୁଣାଣିକରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ୧୧୫ କୋଟି ଟଙ୍କା ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ଏଭଳି ନିର୍ଦ୍ଦେଶ ଜାଣିବା ପରେ ଶ୍ରମିକଙ୍କ ମଧ୍ୟରେ ନୂଆ ଆଶା ଉଦ୍ଯିବିତ ହୋଇଛି । ବର୍ଷ ବର୍ଷ ଧରି ନିଜ ପ୍ରାପ୍ୟ ପାଇବାରୁ…
