କଟକରୁ ପୁଣି ଜବତ ହେଲା ନକଲି ଟେଲମା ୪୦ ଔଷଧ

କଟକରୁ ପୁଣି ଜବତ ହେଲା ନକଲି ଟେଲମା ୪୦ ଔଷଧ କଟକ(ଏନ୍‌.ଏମ୍‌.): କଟକ ବିଭିନ୍ନ ସମୟରେ ନକଲି ସାମଗ୍ରୀ ପ୍ରସ୍ତୁତ କରିବାରେ ସ୍ୱତନ୍ତ୍ରସ୍ଥାନରେ ଥିବାବେଳେ ନକଲି ମେଡ଼ିସିନ କାରବାରର ପେଣ୍ଠସ୍ଥଳ ପାଲଟି ଯାଇଥିବା ଜଣାପଡ଼ିଛି । ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇ ଜଗତପୁର, ମାଲଗୋଦାମ, ଚୌଦ୍ୱାର, ବୟାଳିଶମୌଜା, ବମ୍ଫକୁଦ ଆଦି ଅଞ୍ଚଳରେ ବ୍ୟାପକ ନକଲି ସାମଗ୍ରୀ ପ୍ରସ୍ତୁତ ହେଉଥିବା ବେଳେ ଏବେ ରକ୍ତଚାପ ନିମନ୍ତେ ବ୍ୟବହୃତ ଔଷଧ ନକଲି ଧରାପଡ଼ିବା ପରେ ଜନସାଧାରଣ ଆତଙ୍କିତ ହୋଇ ପଡ଼ିଛନ୍ତି…

Read More

ଏସସିବି ସମ୍ପ୍ରସାରଣ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ଫାଇପ-ଟି ସଚିବ ଭି.କେ. ପାଣ୍ଡିଆନ

ଏସସିବି ସମ୍ପ୍ରସାରଣ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ ଫାଇପ-ଟି ସଚିବ ଭି.କେ. ପାଣ୍ଡିଆନ କଟକ(ଏନ୍‌.ଏମ୍‌.): କଟକରେ ୫ଟି ସଚିବ ଭିକେ ପାଣ୍ଡିଆନ । ସୋମବାର ଭୋରୁ କଟକ ଗସ୍ତ କରି ଏସସିବି ମେଡିକାଲ ସମ୍ପ୍ରସାରଣ ଓ ତାଳଦଣ୍ଡା କେନାଲ କାର୍ଯ୍ୟ ସମେତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରଥମେ ଏସସିବି ବଡ଼ ମେଡିକାଲ ସମ୍ପ୍ରସାରଣ କାର୍ଯ୍ୟକୁ ବୁଲି ଦେଖିବା ସହ କାମର ମାନ ଯେପରି ଠିକ ହେବ, ସେନେଇ ପ୍ରତି…

Read More

ଆଠଗଡ଼ ଅଞ୍ଚଳରେ ଏକାଧିକ ଦୁର୍ଘଟଣା ୨ଗୁରୁତର

ଆଠଗଡ଼ ଅଞ୍ଚଳରେ ଏକାଧିକ ଦୁର୍ଘଟଣା ୨ଗୁରୁତର ଆଠଗଡ଼ (ଏନ୍‌.ଏମ୍‌.): ଆଠଗଡ଼ ଅଞ୍ଚଳରେ ଆଜି ଭିନ୍ନଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିବା ସହ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କ ଅବସ୍ଥା ଶଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରୁ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଆଠଗଡ଼ ଥାନା ଅନ୍ତର୍ଗତ ଖୁଣ୍ଟକଟା କାନାରା ବ୍ୟାଙ୍କ ସମ୍ମୁଖରେ ଏକ କାର ଦ୍ରୁତଗତିରେ ଆସି ଏକ୍ସେଲ ମୋପେଡକୁ ଧକ୍କା ଦେବାରୁ ଚାଳକ ଖୁଣ୍ଟକଟା ପଞ୍ଚାୟତ ରେଗେଡାପଡା ଗ୍ରାମର…

Read More

ଜଗତପୁର ଗଣେଷ ମେଲଣ: ବର୍ଷାକୁ ଖାତିର ନାହିଁ; ଭିଜିଭିଜି ନାଚିଲେ

ଜଗତପୁର ଗଣେଷ ମେଲଣ: ବର୍ଷାକୁ ଖାତିର ନାହିଁ; ଭିଜିଭିଜି ନାଚିଲେ ଜଗତପୁର(ଏନ୍‌.ଏମ୍‌.): ଜଗତପୁରରେ ଗଣେଶ ମେଲଣ ବେଶ ଧୁମଧାମରେ ପାଳିତ ହୋଇ ଯାଇଛି । ବାଜା, ବାଣ, ରୋଷଣି ସହିତ ବଭିନ୍ନ ରଙ୍ଗ ବେରଙ୍ଗ ଫୋକ୍ସ ଲାଇଟରେ ଶାନ୍ତି ଶୃଙ୍ଖଳାର ସହିତ ଏହି ଭଷାଣି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବର୍ଷା କାରଣରୁ ରାସ୍ତା ଘାଟ ଜମି ରହିଥିବା ପାଣି କାଦୁଅକୁ ଖାତିର ନକରି ମେଢ ପରେ ମେଢ ଗଡିଚାଲିଥିଲା । କଟକ ଡିସିପି ପନାକ ମିଶ୍ରଙ୍କ…

Read More

ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତିର କାର୍ଯ୍ୟକାରିଣୀ ବୈଠକ

ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତିର କାର୍ଯ୍ୟକାରିଣୀ ବୈଠକ କଟକ (ଏନ୍‌.ଏମ୍‌.): କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତି ପକ୍ଷରୁ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ଆଗ୍ରାହାଟସ୍ଥିତ ବୈଦେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି ସଭାରେ ବ୍ରାହ୍ମଣ ସମାଜ କିଭଳି ଏକଜୁଟ ହୋଇ ନିଜର କର୍ତ୍ତବ୍ୟ ଓ କାର୍ଯ୍ୟ ଉପରେ ନୀତି ନୈତିକତା ବଜାୟ ରଖିହେବ ସେ ନେଇ ଆଲୋଚନା କରାଯାଇଥିଲା । ପଣ୍ଡିତ ଦିଲ୍ଲୀପ କୁମାର ତ୍ରିପାଠୀଙ୍କ ପୌରହିତ୍ୟରେ ଆୟୋଜିତ…

Read More

ବାରବାଟୀରେ ଲିଜେଣ୍ଡ ଲିଗ୍ କ୍ରିକେଟ୍‌: ଦର୍ଶକଙ୍କ ପାଇଁ ୩୪ ହଜାର ଟିକେଟ ରହିଛି

ବାରବାଟୀରେ ଲିଜେଣ୍ଡ ଲିଗ୍ କ୍ରିକେଟ୍‌: ଦର୍ଶକଙ୍କ ପାଇଁ ୩୪ ହଜାର ଟିକେଟ ରହିଛି କଟକ(ଏନ୍‌.ଏମ୍‌.): ବାରବାଟୀ ଷ୍ଟାଡ଼ିୟମରେ ଆସନ୍ତା ୨୬ ତାରିଖରୁ ଲିଜେଣ୍ଡ ଲିଗ କ୍ରିକେଟ ଅନୁଷ୍ଠିତ ହେବାକୁ ଯାଉଛି । କ୍ରିକେଟରୁ ଅବସର ନେଇଥିବା ତଥା ପ୍ରତିଷ୍ଠିତ ଖେଳାଳିଙ୍କୁ ନେଇ ଏହି କ୍ରିକେଟ ଲିଗର ୩ ଟି ମ୍ୟାଚ କଟକରେ ଅନୁଷ୍ଠିତ ହେବ । ଆସନ୍ତା ୨୬, ୨୭ ଓ ୨୯ ତାରିଖରେ ମ୍ୟାଚ ଖେଳାଯିବ ବୋଲି ଓସିଏ ପକ୍ଷରୁ ସୂଚନା ଦିଆଯାଇଛି । ଏହି…

Read More

୪୮ନମ୍ବର ୱାର୍ଡରେ ବର୍ଷା ଜଳ ନିଷ୍କାସନ ନାଁରେ ତେଲ ହରିଲୁଟ ଅଭିଯୋଗ

୪୮ନମ୍ବର ୱାର୍ଡରେ ବର୍ଷା ଜଳ ନିଷ୍କାସନ ନାଁରେ ତେଲ ହରିଲୁଟ ଅଭିଯୋଗ ଜଗତପୁର(ଏନ୍‌.ଏମ୍‌.): କଟକ ସିଏମସି ଅନ୍ତର୍ଗତ ୪୮ ନମ୍ବର ୱାର୍ଡରେ ଜଳ ନିଷ୍କାସନ ନାଁରେ ଆସୁଥିବା ତେଲ(ଡିଜେଲ) ହରିଲୁଟ ହେଉଥିବା ଅଭିଯୋଗ ହେଉଛି । ଲଗାଣ ବର୍ଷାରେ ସମଗ୍ର କଟକ ଅଞ୍ଚଳ ଜଳମଗ୍ନ ହୋଇପଡିଥିବାରୁ ସିଏମସି ମେୟର ବିଭିନ୍ନ ୱାର୍ଡରେ ବର୍ଷାଜଳ ନିଷ୍କାସନ ନହେବା ପର୍ଯ୍ୟନ୍ତ ପ୍ରତିଦିନ ୮ରୁ ୧୨ ଘଣ୍ଟା ପାଣି ପମ୍ପ ଚଲାଇବାକୁ ନିର୍ଦ୍ଦେଶ ଦେଇଥିଲେ । ସେଥିପାଇଁ ଯେତେ ତେଲ ଆବଶ୍ୟକ…

Read More

ଭୁବନେଶ୍ୱର ପରେ ପୁରୀ ବେଳାଭୂମିରେ ଫୁଲଡ୍ରେସ ଏୟାର ଶୋ

ଭୁବନେଶ୍ୱର ପରେ ପୁରୀ ବେଳାଭୂମିରେ ଫୁଲଡ୍ରେସ ଏୟାର ଶୋ କୋଣାର୍କ/ପୁରୀ (ଏନ୍‌.ଏମ୍‌.): ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହେଉଛି । ଏହାକୁ ଅଧିକ ଦେଶପ୍ରେମ କରିବା ଉଦ୍ଦେଶ୍ୟରେ ବାୟୁସେନାର ୯ଟି ହକ୍ ବିମାନ ଦ୍ୱାରା ସୂର୍ଯ୍ୟ କିରଣ ଶୋ ମାଧ୍ୟମରେ ପୁରୀ ସମୁଦ୍ର କୂଳରେ ପ୍ରଦର୍ଶିତ କରାଯାଇଛି ଦୁଃସାହାସିକ ଓ ରୋମାଞ୍ଚକର କଳା କୌଶଳ । ସକାଳ ୧୦.୨୦ ମିନିଟ ସମୟରେ ପୁରୀ ବେଳାଭୂମି ବ୍ଲୁ…

Read More

ମନୋରମା ମହାପାତ୍ରଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସରେ ପ୍ରତିକୃତି ଉନ୍ମୋଚିତ

ମନୋରମା ମହାପାତ୍ରଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସରେ ପ୍ରତିକୃତି ଉନ୍ମୋଚିତ ଆଠଗଡ଼(ଏନ୍‌.ଏମ୍‌.): ସୁସାହିତ୍ୟିକା,କବୟିତ୍ରୀ ଓ ଦୈନିକ ସମାଜର ପୂର୍ବତନ ସମ୍ପାଦିକା ସ୍ୱର୍ଗତ ଅଧ୍ୟାପିକା ମନୋରମା ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ ଆଜି ଗୋପବନ୍ଧୁ କନିଷ୍ଠ ମହିଳା ମହାବିଦ୍ୟାଳୟ ପ୍ରାଙ୍ଗଣରେ ସ୍ୱର୍ଗୀୟା ମହାପାତ୍ରଙ୍କ ଏକ ପ୍ରତିକୃତି ଉନ୍ମୋଚିତ ହୋଇଯାଇଛି । ଏହି ଉନ୍ମୋଚନ ଉତ୍ସବରେ ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ତଥା ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ…

Read More

କଟକରୁ ଜବତ ଔଷଧ ନକଲି ବୋଲି ଆସିଲା ଲାବୋରେଟୋରି ରିପୋର୍ଟ

କଟକରୁ ଜବତ ଔଷଧ ନକଲି ବୋଲି ଆସିଲା ଲାବୋରେଟୋରି ରିପୋର୍ଟ ଔଷଧ ନକଲି ନେଇ ସୂଚନା ଦେଲେ କଟକ ଡିସିପି ପିନାକ ମିଶ୍ର ୨ ଅଭିଯୁକ୍ତଙ୍କ ଆକାଉଣ୍ଟରୁ ଆଉ ୧୨ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାତକୁ ଲାଗିଛି, ତଦନ୍ତ ଚାଲିଛି- ଡିସିପି କଟକ(ଏନ୍‌.ଏମ୍‌.): କଟକରୁ ଜବତ ମେଡିସିନ୍ ନକଲି ଥିବା ସ୍ପଷ୍ଟ ହେଲା । ଲାବୋରେଟୋରି ରିପୋର୍ଟ ଆସିବା ପରେ ଉଚ୍ଚ ରକ୍ତଚାପ ଔଷଧ ଟେଲମା-୪୦ ନକଲି ବୋଲି ଆଜି କଟକ…

Read More

ଭୁବନେଶ୍ୱର ବାଲିଯାତ୍ରା ପଡିଆରେ ଚିତ୍ତାକର୍ଷକ ଏୟାର ଶୋ

ଭୁବନେଶ୍ୱର ବାଲିଯାତ୍ରା ପଡିଆରେ ଚିତ୍ତାକର୍ଷକ ଏୟାର ଶୋ ବିରତ୍ୱର ଗାଥା ଗାନ କଲେ ସୂର୍ଯ୍ୟକିରଣ ଟିମ News by Smruti Ranjan Tripathy (Bhubaneswar) ଭୁବନେଶ୍ୱର (ଏନ୍‌.ଏମ୍‌.): ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଅବସରରେ ଆଜି ଭୁବନେଶ୍ୱର ଉପକଣ୍ଠ ଜରିପାଟଣା ନିକଟସ୍ଥ ବାଲିଯାତ୍ରା ପଡିଆ ଠାରେ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍ ଆକାଶମାର୍ଗରେ ଦୁଃସାହସିକ ତଥା ଚିତ୍ତାକର୍ଷକ ସମରକଳା ପ୍ରଦର୍ଶନ କରିଛନ୍ତି । ସକାଳ୧୦ ଟା ୧୮ମିନିଟ୍ ସମୟରେ ପ୍ରଦର୍ଶନୀ ସ୍ଥଳରେ…

Read More

ବଢ଼ୁଛି ସମୁଦ୍ର ଗର୍ଭରେ ଲୀନ ହେବାର ଆଶଙ୍କା: ବିପଦରେ କୋଣାର୍କ-ପୁରୀ ବେଳାମାର୍ଗ

ବଢ଼ୁଛି ସମୁଦ୍ର ଗର୍ଭରେ ଲୀନ ହେବାର ଆଶଙ୍କା: ବିପଦରେ କୋଣାର୍କ-ପୁରୀ ବେଳାମାର୍ଗ କୋଣାର୍କ (ଏନ୍‌.ଏମ୍‌.): ସମୁଦ୍ର ଗର୍ଭରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ ହୋଇ କୂଳକୁ ମାଡି ଆସି ବାଲିବନ୍ଧ ଓ ସୁରକ୍ଷା ପ୍ରାଚୀର ଭସାଇ ନେବା ପରେ କୋଣାର୍କ-ପୁରୀ ବେଳାମାର୍ଗ ପ୍ରତି ବିପଦ ସୃଷ୍ଠି କରିଛି । ଅଶାନ୍ତ ସମୁଦ୍ର ଗର୍ଭରୁ ସୃଷ୍ଟି ହେଉଥିବା ଉଚ୍ଚ ଜୁଆର ଏବେ କୂଳଲଙ୍ଘନ କରି ସ୍ଥଳଭାଗକୁ ମାଡିଆସୁଛି । ଏହି ଉଚ୍ଚ ଜୁଆର ପ୍ରଭାବରେ କୋଣାର୍କ-ପୁରୀ…

Read More