ସିଏମସିର ପୂଜା ପ୍ରସ୍ତୁତି ଧର୍ମକୁ ଆଖିଠାର: ୪୮ନମ୍ବର ୱାର୍ଡରେ ରାସ୍ତା ଉପରେ ଲହଡି ଖେଳୁଛି ନର୍ଦ୍ଦମା ପାଣି
ସିଏମସିର ପୂଜା ପ୍ରସ୍ତୁତି ଧର୍ମକୁ ଆଖିଠାର: ୪୮ନମ୍ବର ୱାର୍ଡରେ ରାସ୍ତା ଉପରେ ଲହଡି ଖେଳୁଛି ନର୍ଦ୍ଦମା ପାଣି କଟକ(ଏନ୍.ଏମ୍.): କଟକ ସହରରେ ଶାରଦୀୟ ଦୁର୍ଗାପୂଜା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଶାସନିକସ୍ତରରୁ ଆରମ୍ଭ କରି ସାହି ମୁରବୀଙ୍କ ପର୍ଯ୍ୟନ୍ତ ସମସ୍ତେ ବ୍ୟସ୍ତ । କିଭଳି ସୁରୁଖୁରୁରେ ପାଳନ ହେବ ପାର୍ବଣ । ହେଲେ ସିଏମସି କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ସହରର ବିଭିନ୍ନ ୱାର୍ଡ଼ରେ ଜନଅସନ୍ତୋଷ ତେଜିବାରେ ଲାଗିଛି । ଗୋଟିଏ ପଟେ ପାର୍ବଣ ନିମନ୍ତେ…
