ହାଇକୋର୍ଟରେ ଓଟିଏମ୍ ପୁନରୁଦ୍ଧାର ପ୍ରସଙ୍ଗ:୧ମାସ ମଧ୍ୟରେ ୧୧୫ କୋଟି ଟଙ୍କା ଦାଖଲ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ

ହାଇକୋର୍ଟରେ ଓଟିଏମ୍ ପୁନରୁଦ୍ଧାର ପ୍ରସଙ୍ଗ ୧ମାସ ମଧ୍ୟରେ ୧୧୫ କୋଟି ଟଙ୍କା ଦାଖଲ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲାର ଐତିହାସିକ ଶିଳ୍ପନଗରୀ ଚୌଦ୍ୱାରସ୍ଥିତ ଓଡିଶା ଟେକ୍ସଟାଇଲ ମିଲ୍‌(ଓଟିଏମ୍‌) ପୁନରୁଦ୍ଧାର ମାମଲାର ଶୁଣାଣିକରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ୧୧୫ କୋଟି ଟଙ୍କା ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ଏଭଳି ନିର୍ଦ୍ଦେଶ ଜାଣିବା ପରେ ଶ୍ରମିକଙ୍କ ମଧ୍ୟରେ ନୂଆ ଆଶା ଉଦ୍‌ଯିବିତ ହୋଇଛି । ବର୍ଷ ବର୍ଷ ଧରି ନିଜ ପ୍ରାପ୍ୟ ପାଇବାରୁ…

Read More

କଟକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସମ୍ବର୍ଦ୍ଧନା

କଟକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସମ୍ବର୍ଦ୍ଧନା କଟକ (ଏନ୍‌.ଏମ୍‌.): କଟକ ଜିଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରାରମ୍ଭିକ ନିଯୁକ୍ତ ଶିକ୍ଷକ ସଂଘ ଓ ଏନ.ପି.ଏସ ସଂଘ ତରଫରୁ କଟକ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ନାୟକଙ୍କୁ ସମ୍ବର୍ଦ୍ଧନା ଅର୍ପଣ କରାଯାଇଛି । ସମ୍ବର୍ଦ୍ଧନା ସମୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡକ୍ଟର ସନ୍ତୋଷ କୁମାର ରାଉତ, ସୋନାମିକା ରାୟ, ଦୀପ୍ତିମୟୀ ଶୁଭଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ । ଶିକ୍ଷା ଅଧିକାରୀ ବର୍ତ୍ତମାନ ଅତିରିକ୍ତ ଶିକ୍ଷା ନିର୍ଦ୍ଦେଶକ…

Read More

ସାଲେପୁର ପରିବାହାଟ ବୁଲି ଦେଖିଲେ ବିଧାୟକ

ସାଲେପୁର ପରିବାହାଟ ବୁଲି ଦେଖିଲେ ବିଧାୟକ ସାଲେପୁର(ଏନ୍‌.ଏମ୍‌.): କଟକ ଜିଲ୍ଲାର ସାଲେପୁର ଅଞ୍ଚଳ ଏକ ବ୍ୟସ୍ତବହୁଳ ଅଞ୍ଚଳ । ଏଠାରେ ସମସ୍ତେ ନିଜ ନିଜର କର୍ମମୟ ଜୀବନକୁ ନେଇ ବ୍ୟସ୍ତ । ଏଠାରେ ଥିବା ସାଲେପୁର ପରିବାହାଟରେ ସଦାବେଳେ ପାଣିନିଷ୍କାସନ ସମସ୍ୟା ଦେଖାଯାଏ ହାଟସାରା କାଦୁଅ ହୋଇଥାଏ ଯେଉଁଥି ପାଇଁ ସାଲେପୁର ଅଞ୍ଚଳ ଚାଷୀମାନେ ରାସ୍ତା ଉପରେ ତାଙ୍କ ପରିବା ବିକ୍ରୟ କରିଥାନ୍ତି, ସେହି ଚାଷୀଙ୍କ ସମସ୍ୟା ଦୂରକରିବା ପାଇଁ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଆଜି…

Read More

ବାଙ୍କୀ ଅଞ୍ଚଳରୁ ଅଜଣା ବ୍ୟକ୍ତିଙ୍କ କଙ୍କାଳ ଠାବ

ବାଙ୍କୀ ଅଞ୍ଚଳରୁ ଅଜଣା ବ୍ୟକ୍ତିଙ୍କ କଙ୍କାଳ ଠାବ ବାଙ୍କୀ(ଏନ୍‌.ଏମ୍‌.): ବାଙ୍କୀ ଥାନା ଅନ୍ତର୍ଗତ ଚକୁଲେଶ୍ୱର ଗ୍ରାମ ନିକଟ କାଉଚି ଆଶ୍ରମ ପଛପଟ କାଜୁ ଜଙ୍ଗଲରୁ ଏକ ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର ହୋଇଛି । ତେବେ ଦୀର୍ଘ ଦିନ ଧରି ଶବ ରହିବା ଦ୍ୱାରା ଶବରୁ ମାଂସ ଆଦି ପଚି ଯାଇଥିବାବେଳେ କେବଳ କଙ୍କାଳକୁ ପୁଲିସ ଜବତ କରିଛି । ତେବେ ଏକ ଗଛରେ ଗାମୁଚ୍ଛା ବନ୍ଧା ହୋଇ ରହିଥିବାର ଦେଖିବାକୁ ମିଳିଥିବାବେଳେ ଏହି ଅଜଣା…

Read More

ଚୌଦ୍ୱାର କଲେଜ ମହିଳା ହଷ୍ଟେଲ ୱାଡେନ୍ କ୍ୱାଟରରେ ଅଗ୍ନିକାଣ୍ଡ

ଚୌଦ୍ୱାର କଲେଜ ମହିଳା ହଷ୍ଟେଲ ୱାଡେନ୍ କ୍ୱାଟରରେ ଅଗ୍ନିକାଣ୍ଡ ଚୌଦ୍ୱାର(ଏନ୍‌.ଏମ୍‌.): ଆଜି ପ୍ରତ୍ୟୁଷରୁ ଚୌଦ୍ୱାର କଲେଜ ମହିଳା ହଷ୍ଟେଲ ସଂଲଗ୍ନ ୱାଡେନ କ୍ୱାଟରରେ ଏକ ଅଗ୍ନିକାଣ୍ଡ ଘଟିଯାଇଛି । ନିଆଁ ଲାଗିବା ସମୟରେ ୱାଡେନର ଇତିହାସ ବିଭାଗର ଅଧ୍ୟାପକ ବସନ୍ତ କୁମାର ବିଶ୍ୱାଳ ଘରେ ଅନୁପସ୍ଥିତ ଥିଲେ । ନିବୁଜ କୋଠରୀ ଭିତରୁ ଧୂଆଁ ବାହାରୁଥିବାର ଦେଖି କଲେଜର କିଛି ଅଧ୍ୟାପକ କର୍ମଚାରୀ ଘଟଣା ସ୍ଥଳରେ ପହଁଞ୍ଚି ଥିଲେ । ଅଧ୍ୟକ୍ଷଙ୍କ ଅନୁମତି ନେଇ କବାଟରେ ପଡିଥିବା…

Read More

ବାଇକ ଦୁର୍ଘଟଣା ଘଟି ଜଣେ ମୃତ, ଦୁଇ ଗୁରୁତର

ବାଇକ ଦୁର୍ଘଟଣା ଘଟି ଜଣେ ମୃତ, ଦୁଇ ଗୁରୁତର ବାଙ୍କୀ(ଏନ୍‌.ଏମ୍‌.): କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଭଗିପୁର ବଡ ଶଙ୍ଖ ଠାରେ ଏକ ମର୍ମନ୍ତୁତ ବାଇକ ଦୁର୍ଘଟଣା ଘଟିଯାଇଯିଛି । ଏହି ଘଟଣାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଦୁଇ ଗୁରତ୍ୱର ଆହତ ହୋଇଛନ୍ତି । ତେବେ ପ୍ରଥମେ ଆହତମାନଙ୍କୁ ଆଶୁ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ଅଞ୍ଚଳବାସୀ ୧୦୮ ଆମ୍ବୁଲାନ୍ସ ଡକାଇ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ । ହେଲେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥାରେ…

Read More