ଜଳସମ୍ପଦ ମନ୍ତ୍ରୀଙ୍କ ବନ୍ୟା ନିୟନ୍ତ୍ରଣ କକ୍ଷ ପରିଦର୍ଶନ

ଜଳସମ୍ପଦ ମନ୍ତ୍ରୀଙ୍କ ବନ୍ୟା ନିୟନ୍ତ୍ରଣ କକ୍ଷ ପରିଦର୍ଶନ ସମୀକ୍ଷା ବୈଠକରେ ସ୍ଥିତି ଅନୁଧ୍ୟାନ : ଯୁଦ୍ଧକାଳୀନ ଭିତ୍ତିରେ ଘାଇ ମରାମତି କରିବାକୁ ନିର୍ଦ୍ଦେଶ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଆଜି ସେଚ ସଦନ ଠାରେ ରାଜ୍ୟର ବିଭିନ୍ନ ନଦୀ ଅବବାହିକାରେ ଥିବା ନଦୀ ଓ ଜଳଭଣ୍ଡାରର ଜଳସ୍ତର ସ୍ଥିତି ସମୀକ୍ଷା କରିଛନ୍ତି । ରାଜ୍ୟରେ ସୁବର୍ଣ୍ଣରେଖା, ବୈତରଣୀ, ବୁଢ଼ାବଳଙ୍ଗ, ଜଳକା ଆଦି ନଦୀରେ ଜଳ ପ୍ରବାହ ସହ ସୁବର୍ଣ୍ଣରେଖା ଅବବାହିକାରେ…

Read More

ସ୍ବାମୀର କିଡନୀ ଅପରେସନ ପାଇଁ ସାହାଯ୍ୟ ଲୋଡିଲେ ପତ୍ନୀ

ସ୍ବାମୀର କିଡନୀ ଅପରେସନ ପାଇଁ ସାହାଯ୍ୟ ଲୋଡିଲେ ପତ୍ନୀ ସାଲେପୁର (ଏନ୍‌.ଏମ୍‌.): ସତରେ ଏହି ଦୁନିଆ ବହୁତ୍ ବିଚିତ୍ର,କିଏ ସୁନା ଥାଳିରେ ଭାତ ଖାଉଛି ତ କିଏ ଖପରା ଖଣ୍ଡେ ବି ପାଉନି, ଚାଳ ଛପର ଘର ସାଙ୍ଗକୁ ଭୋକିଲା ପେଟକୁ ଦାନା ଯୋଗାଡ଼ କରିବା କଷ୍ଟ,ସେଥିରେ ପୁଣି କିଡନୀ ରୋଗରେ ଶଯ୍ୟାଶାୟୀ ସ୍ବାମୀ,ଦୁଇ ଦୁଇଟି ଛୋଟ ଛୁଆ ଙ୍କ ମୁହଁ କୁ ଅନେଇଦେଲେ ଆଖିରେ ଲୁହ ଆସିଯାଉଛି।ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି…

Read More

ପ୍ରଶାସନର ଅପହଞ୍ଚ ଇଲାକା ରାଧିକା ପାଟିକା : ବିଭିନ୍ନ ଦାବି ନେଇ ଆଠଗଡ଼ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ପ୍ରଶାସନର ଅପହଞ୍ଚ ଇଲାକା ରାଧିକା ପାଟିକା ବିଭିନ୍ନ ଦାବି ନେଇ ଆଠଗଡ଼ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ News by Maheswar Behera (Athagarh) ଆଠଗଡ (ଏନ୍‌.ଏମ୍‌.): ଆଠଗଡ଼ ସଦର ମହକୁମା ଠାରୁ ୨୦ କିଲୋମିଟର ଏବଂ ୫୫ ନଂ ଜାତୀୟ ରାଜପଥ ଠାରୁ ମାତ୍ର ୬ କିଲୋମିଟର ଦୂର ରାଧିକା ପାଟିକା ଏବେ ବି ପ୍ରଶାସନ ଆଉ ରାଜ ନେତା ମାନଙ୍କ ପାଇଁ ଅପହଞ୍ଚ ଇଲାକା। ସ୍ଵାଧୀନତା ର ଅମୃତ ମହୋତ୍ସବ ପାଳନ ବେଳେ ଏହି ଅଞ୍ଚଳରେ…

Read More

ବିପର୍ଯ୍ୟୟ ରାସ୍ତାକୁ ତୁରନ୍ତ ମରାମତି କରିବାକୁ ଅଞ୍ଚଳବାସୀଙ୍କ ଦାବି

ବିପର୍ଯ୍ୟୟ ରାସ୍ତାକୁ ତୁରନ୍ତ ମରାମତି କରିବାକୁ ଅଞ୍ଚଳବାସୀଙ୍କ ଦାବି ଜଗତପୁର(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଅନ୍ତର୍ଗତ ଜଗତପୁର ମହାନଦୀ ଜିରୋ ପଏଣ୍ଟ ଠାରୁ ପୁରୁଣା ଶିଳ୍ପାଞ୍ଚଳ ପର୍ଯ୍ୟନ୍ତ କେନ୍ଦ୍ରାପଡା କେନାଲ ରାସ୍ତା ଦୀର୍ଘ ବର୍ଷ ଧରି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଅବସ୍ଥାରେ ପଡିରହିଛି । ଏହି ରାସ୍ତା ଦେଇ ମୁଖ୍ୟତଃ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ନିମପୁର ଉଚ୍ଚ ବିଦ୍ୟାଳୟ, ସରକାରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, କୃଷ୍ଣେଶ୍ୱର ମନ୍ଦିର ଓ ମୂଖ୍ୟ ବଜାରକୁ ଏହି ରାସ୍ତା ଦେଇ ଶହ…

Read More

ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବିରେ ଜାରି ରହିଛି କଳା ବ୍ୟାଚ ପରିଧାନ

ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବିରେ ଜାରି ରହିଛି କଳା ବ୍ୟାଚ ପରିଧାନ ଭୁବନେଶ୍ୱର(ଏନ୍‌.ଏମ୍‌.): ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବିରେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ତରଫରୁ ଓଡିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ଅଗଷ୍ଟ ୧୬ ତାରିଖରୁ କଳାବ୍ୟାଚ ପରିଧାନ ସହିତ ଶାନ୍ତିପୂର୍ଣ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଛନ୍ତି । ଏଥିରେ ରାଜ୍ୟ ସରକାରଙ୍କ ଅଧୀନରେ ବିଭିନ୍ନ ବିଭାଗ ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ, ପରିବହନ, ଅର୍ଥ, ଶିଳ୍ପ, ସାମଜିକ ସୁରକ୍ଷା, କୃଷି…

Read More

ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲା ଆଞ୍ଚଳିକ ବିକାଶ ପରିଷଦ

ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲା ଆଞ୍ଚଳିକ ବିକାଶ ପରିଷଦ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ସାରା ରାଜ୍ୟରେ ବନ୍ୟାର ତାଣ୍ଡବ ଦେଖିବାକୁ ମିଳିଛି । କେଉଁଠି ଲୋକେ ଘରୁ ବାହାରି ପାରୁ ନଥିବେଳେ ତ କେଉଁଠି ଉଜୁଡ଼ି ଯାଇଛି କ୍ଷେତ, ବନ୍ୟା ଯୋଗୁଁ ଜନସାଧାରଣ ନାହିଁ ନଥିବା ଦୁର୍ଦ୍ଦଶା ଭୋଗ କରୁଥିବା ଦେଖିବାକୁ ମିଳିଛି । ବିଶେଷ କରି ମହାନଦୀରେ ବନ୍ୟା ଆସିବା ଦ୍ୱାରା ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ କଖଡି ପଞ୍ଚାୟତର ବ୍ୟାପକ କ୍ଷୟକ୍ଷତି ହୋଇଛି । ଉକ୍ତ ଅଞ୍ଚଳର…

Read More

ଏ.ଆଇ.ଡି.ଏସ୍‌.ଓ ଉଦ୍ୟୋଗରେ ୫ମ କଟକ ଜିଲ୍ଲା ଛାତ୍ର ସମ୍ମିଳନୀ

ଏ.ଆଇ.ଡି.ଏସ୍‌.ଓ ଉଦ୍ୟୋଗରେ ୫ମ କଟକ ଜିଲ୍ଲା ଛାତ୍ର ସମ୍ମିଳନୀ କଟକ (ଏନ୍‌.ଏମ୍‌.): ଜାତୀୟ ଶିକ୍ଷାନୀତି ୨୦୨୦ ବାତିଲ, ଫିସ ବୃଦ୍ଧି ବନ୍ଦ, ସରକାରୀ ବିଦ୍ୟାଳୟ ବନ୍ଦ ଅଥବା ମିଶ୍ରଣ ନୀତି ପ୍ରତ୍ୟାହାର କରି ସରକାରୀ ଶିକ୍ଷାନୁଷ୍ଠାନକୁ ସୁଦୃଢ଼ କରିବା, ସ୍ଥାୟୀ ଭିିତ୍ତିରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ନିଯୁକ୍ତି ପ୍ରଦାନ, ମେଡିକାଲ ଶିକ୍ଷାରେ ନେକ୍ସଟ ପରୀକ୍ଷା ବନ୍ଦ କରିବା ସହ ସିବିଏମ୍‌ଇ ଶିକ୍ଷା ପ୍ରଚଳନ ବନ୍ଦ କରିବା, ରିସର୍ଚ୍ଚ ପାଇଁ ଆବଶ୍ୟକୀୟ ପାଣ୍ଠି ପ୍ରଦାନ…

Read More

୩୬ତମ ରାଜ୍ୟ ଯୁବ ବାସ୍କେଟବଲ ପ୍ରତିଯୋଗିତା ଉଦ୍‍ଘାଟିତ

୩୬ତମ ରାଜ୍ୟ ଯୁବ ବାସ୍କେଟବଲ ପ୍ରତିଯୋଗିତା ଉଦ୍‍ଘାଟିତ ଖେଳୁଆଡ଼ ମନୋଭାବ ଏବଂ ଦଳଗତ ପ୍ରଚେଷ୍ଟା ହିଁ ସଫଳତା ଆଣିପାରିବ- ଜିଲ୍ଲାପାଳ କଟକ(ଏନ୍‍.ଏମ୍‍.): ଓଡ଼ିଶା ବାସ୍କେଟ୍ ବଲ ପ୍ରତିଯୋଗୀତା ଉଦ୍‍ଘାଟିତ ହୋଇଯାଇଛି । କେଶବ ଫାଉଣ୍ଡେସନ ଓ ନବ ଜାଗରଣ ଅନୁଷ୍ଠାନ ପ୍ରାୟୋଜିତ ୩୬ତମ ରାଜ୍ୟସ୍ତରୀୟ ଯୁବ ବାସ୍କେଟ୍ ବଲ ପ୍ରତିଯୋଗିତା ସ୍ଥାନୀୟ ଜାବାହାର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଚାରିଦିନ ଧରି ଅନୁଷ୍ଠିତ ହେଉଥିବାବେଳେ ରାଜ୍ୟର ୧୬ ଟି…

Read More

ଏନସିସି ପକ୍ଷରୁ ମହାନଦୀ ବାଲିଯାତ୍ରା ପଡିଆ ଠାରେ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର କାର୍ଯ୍ୟକ୍ରମ ଉଦଘାଟିତ

ଏନସିସି ପକ୍ଷରୁ ମହାନଦୀ ବାଲିଯାତ୍ରା ପଡିଆ ଠାରେ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର କାର୍ଯ୍ୟକ୍ରମ ଉଦଘାଟିତ କଟକ (ଏନ୍‍.ଏମ୍‍.): କଟକ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ତଥା ଏନସିସି ପକ୍ଷରୁ ଆଜି ମହାନଦୀ ବାଲିଯାତ୍ରା ପଡିଆ ଠାରେ ସ୍ୱଚ୍ଛ ମହାନଦୀ ଅଭିଯାନ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର ନାମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଏନସିସିର ବିଭିନ୍ନ ଗ୍ରୁପରୁ ୨ଶହରୁ ଉର୍ଦ୍ଧ୍ୱ କ୍ୟାଡେଟ, ବାଳକ ଓ ବାଳିକାମାନେ ସାମିଲ ହୋଇ…

Read More

ସରକାର ବନ୍ୟାର ସ୍ଥିତି ସମ୍ପର୍କରେ ସଜାଗ ଅଛନ୍ତି- ମନ୍ତ୍ରୀ ପ୍ରମିଳା ମଲ୍ଲିକ

ସରକାର ବନ୍ୟାର ସ୍ଥିତି ସମ୍ପର୍କରେ ସଜାଗ ଅଛନ୍ତି- ମନ୍ତ୍ରୀ ପ୍ରମିଳା ମଲ୍ଲିକ ଭୁବନେଶ୍ୱର(ଏନ୍‍.ଏମ୍‍.): ବର୍ତ୍ତମାନର ବନ୍ୟା ପରିସ୍ଥିତି ସମ୍ପର୍କରେ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ସମୀକ୍ଷା କରିଥିଲେ । ଏହି ବୈଠକରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ଓ ଅନ୍ୟ ବରିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ବୈଠକରେ ବିଭିନ୍ନ ନଦୀର ଜଳସ୍ତର, ଆଗାମୀ ଲଘୁଚାପ ଓ ଏହାର ପ୍ରଭାବ ସମ୍ପର୍କରେ…

Read More

ଚୌଦ୍ୱାରରେ ବନ୍ୟା ବିତ୍ପାତ୍ତ: କୟଳପଡ଼ାରେ ସ୍ଥିତି ଯାଞ୍ଚ କଲେ ବିଧାୟକ

ଚୌଦ୍ୱାରରେ ବନ୍ୟା ବିତ୍ପାତ୍ତ: କୟଳପଡ଼ାରେ ସ୍ଥିତି ଯାଞ୍ଚ କଲେ ବିଧାୟକ ଚୌଦ୍ୱାର (ଏନ୍‍.ଏମ୍‍.): ସମ୍ପ୍ରତି ସାରା ରାଜ୍ୟରେ ବନ୍ୟାର ବିଭିଷିକା । ମହାନଦୀ ସମେତ ସମସ୍ତ ନଦୀ ଏବେ ଉଛୁଳିବାରେ ଲାଗିଛି । କୂଳ ଲଙ୍ଘିବାରେ ଲାଗିପଡ଼ିଛି ବନ୍ୟାଜଳ । କେଉଁଠି ବନ୍ଧ ଡେଉଁଛି ତ ଆଉ କେଉଁଠି ଘଳିଆ ସୃଷ୍ଟି ହୋଇ ଆତଙ୍କ ସୃଷ୍ଟି କରିଛି ପ୍ରଳୟଙ୍କରୀ ବନ୍ୟା । କେଉଁ ମୁହୃର୍ତ୍ତରେ କେଉଁ ଅଞ୍ଚଳରେ ନଦୀବନ୍ଧ ଭାଙ୍ଗିବ ସେ ନେଇ ଏବେ ଜନସାଧାରଣ ଆତଙ୍କିତ…

Read More

ସଂଯୋଗ ଉତ୍କର୍ଷ ସମ୍ମାନ ୨୦୨୨: ୧୮୦ ପ୍ରତିଭାଧର ସମ୍ବର୍ଦ୍ଧିତ

ସଂଯୋଗ ଉତ୍କର୍ଷ ସମ୍ମାନ ୨୦୨୨: ୧୮୦ ପ୍ରତିଭାଧର ସମ୍ବର୍ଦ୍ଧିତ ବାରଙ୍ଗ(ଏନ୍‍.ଏମ୍‍.): ସାମାଜିକ ଗଣମାଧ୍ୟମ ଚାନେଲ ସଂଯୋଗ ଟୁଡେ ପକ୍ଷରୁ ପ୍ରଥମ ସଂଯୋଗ ଉତ୍କର୍ଷ ସମ୍ମାନ ପ୍ରଦାନ ଉତ୍ସବ ଭୁବନେଶ୍ୱର ନନ୍ଦନକାନନ ସ୍ଥିତ ତିଳୋତ୍ତମା ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି , ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତା ପ୍ରତିପାଦନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏହି ପରିପ୍ରେକ୍ଷୀରେ ସମ୍ମାନିତ କରାଯାଇଥିବା ବେଳେ , ଆୟୋଜିତ ସମାରୋହ କୁ ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଶୁଭ ଉଦଘାଟନ କରିଥିଲେ…

Read More