୩୬ତମ ରାଜ୍ୟ ଯୁବ ବାସ୍କେଟବଲ ପ୍ରତିଯୋଗିତା ଉଦ୍‍ଘାଟିତ

୩୬ତମ ରାଜ୍ୟ ଯୁବ ବାସ୍କେଟବଲ ପ୍ରତିଯୋଗିତା ଉଦ୍‍ଘାଟିତ ଖେଳୁଆଡ଼ ମନୋଭାବ ଏବଂ ଦଳଗତ ପ୍ରଚେଷ୍ଟା ହିଁ ସଫଳତା ଆଣିପାରିବ- ଜିଲ୍ଲାପାଳ କଟକ(ଏନ୍‍.ଏମ୍‍.): ଓଡ଼ିଶା ବାସ୍କେଟ୍ ବଲ ପ୍ରତିଯୋଗୀତା ଉଦ୍‍ଘାଟିତ ହୋଇଯାଇଛି । କେଶବ ଫାଉଣ୍ଡେସନ ଓ ନବ ଜାଗରଣ ଅନୁଷ୍ଠାନ ପ୍ରାୟୋଜିତ ୩୬ତମ ରାଜ୍ୟସ୍ତରୀୟ ଯୁବ ବାସ୍କେଟ୍ ବଲ ପ୍ରତିଯୋଗିତା ସ୍ଥାନୀୟ ଜାବାହାର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଚାରିଦିନ ଧରି ଅନୁଷ୍ଠିତ ହେଉଥିବାବେଳେ ରାଜ୍ୟର ୧୬ ଟି…

Read More

ଏନସିସି ପକ୍ଷରୁ ମହାନଦୀ ବାଲିଯାତ୍ରା ପଡିଆ ଠାରେ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର କାର୍ଯ୍ୟକ୍ରମ ଉଦଘାଟିତ

ଏନସିସି ପକ୍ଷରୁ ମହାନଦୀ ବାଲିଯାତ୍ରା ପଡିଆ ଠାରେ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର କାର୍ଯ୍ୟକ୍ରମ ଉଦଘାଟିତ କଟକ (ଏନ୍‍.ଏମ୍‍.): କଟକ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ତଥା ଏନସିସି ପକ୍ଷରୁ ଆଜି ମହାନଦୀ ବାଲିଯାତ୍ରା ପଡିଆ ଠାରେ ସ୍ୱଚ୍ଛ ମହାନଦୀ ଅଭିଯାନ ସ୍ୱଚ୍ଛ ସାଗର ସୁରକ୍ଷିତ ସାଗର ନାମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଏନସିସିର ବିଭିନ୍ନ ଗ୍ରୁପରୁ ୨ଶହରୁ ଉର୍ଦ୍ଧ୍ୱ କ୍ୟାଡେଟ, ବାଳକ ଓ ବାଳିକାମାନେ ସାମିଲ ହୋଇ…

Read More

ସରକାର ବନ୍ୟାର ସ୍ଥିତି ସମ୍ପର୍କରେ ସଜାଗ ଅଛନ୍ତି- ମନ୍ତ୍ରୀ ପ୍ରମିଳା ମଲ୍ଲିକ

ସରକାର ବନ୍ୟାର ସ୍ଥିତି ସମ୍ପର୍କରେ ସଜାଗ ଅଛନ୍ତି- ମନ୍ତ୍ରୀ ପ୍ରମିଳା ମଲ୍ଲିକ ଭୁବନେଶ୍ୱର(ଏନ୍‍.ଏମ୍‍.): ବର୍ତ୍ତମାନର ବନ୍ୟା ପରିସ୍ଥିତି ସମ୍ପର୍କରେ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ସମୀକ୍ଷା କରିଥିଲେ । ଏହି ବୈଠକରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ଓ ଅନ୍ୟ ବରିଷ୍ଠ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ । ବୈଠକରେ ବିଭିନ୍ନ ନଦୀର ଜଳସ୍ତର, ଆଗାମୀ ଲଘୁଚାପ ଓ ଏହାର ପ୍ରଭାବ ସମ୍ପର୍କରେ…

Read More

ଚୌଦ୍ୱାରରେ ବନ୍ୟା ବିତ୍ପାତ୍ତ: କୟଳପଡ଼ାରେ ସ୍ଥିତି ଯାଞ୍ଚ କଲେ ବିଧାୟକ

ଚୌଦ୍ୱାରରେ ବନ୍ୟା ବିତ୍ପାତ୍ତ: କୟଳପଡ଼ାରେ ସ୍ଥିତି ଯାଞ୍ଚ କଲେ ବିଧାୟକ ଚୌଦ୍ୱାର (ଏନ୍‍.ଏମ୍‍.): ସମ୍ପ୍ରତି ସାରା ରାଜ୍ୟରେ ବନ୍ୟାର ବିଭିଷିକା । ମହାନଦୀ ସମେତ ସମସ୍ତ ନଦୀ ଏବେ ଉଛୁଳିବାରେ ଲାଗିଛି । କୂଳ ଲଙ୍ଘିବାରେ ଲାଗିପଡ଼ିଛି ବନ୍ୟାଜଳ । କେଉଁଠି ବନ୍ଧ ଡେଉଁଛି ତ ଆଉ କେଉଁଠି ଘଳିଆ ସୃଷ୍ଟି ହୋଇ ଆତଙ୍କ ସୃଷ୍ଟି କରିଛି ପ୍ରଳୟଙ୍କରୀ ବନ୍ୟା । କେଉଁ ମୁହୃର୍ତ୍ତରେ କେଉଁ ଅଞ୍ଚଳରେ ନଦୀବନ୍ଧ ଭାଙ୍ଗିବ ସେ ନେଇ ଏବେ ଜନସାଧାରଣ ଆତଙ୍କିତ…

Read More

ସଂଯୋଗ ଉତ୍କର୍ଷ ସମ୍ମାନ ୨୦୨୨: ୧୮୦ ପ୍ରତିଭାଧର ସମ୍ବର୍ଦ୍ଧିତ

ସଂଯୋଗ ଉତ୍କର୍ଷ ସମ୍ମାନ ୨୦୨୨: ୧୮୦ ପ୍ରତିଭାଧର ସମ୍ବର୍ଦ୍ଧିତ ବାରଙ୍ଗ(ଏନ୍‍.ଏମ୍‍.): ସାମାଜିକ ଗଣମାଧ୍ୟମ ଚାନେଲ ସଂଯୋଗ ଟୁଡେ ପକ୍ଷରୁ ପ୍ରଥମ ସଂଯୋଗ ଉତ୍କର୍ଷ ସମ୍ମାନ ପ୍ରଦାନ ଉତ୍ସବ ଭୁବନେଶ୍ୱର ନନ୍ଦନକାନନ ସ୍ଥିତ ତିଳୋତ୍ତମା ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି , ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତା ପ୍ରତିପାଦନ କରିଥିବା ବ୍ୟକ୍ତି ବିଶେଷଙ୍କୁ ଏହି ପରିପ୍ରେକ୍ଷୀରେ ସମ୍ମାନିତ କରାଯାଇଥିବା ବେଳେ , ଆୟୋଜିତ ସମାରୋହ କୁ ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଶୁଭ ଉଦଘାଟନ କରିଥିଲେ…

Read More

କେନ୍ଦ୍ରାପଡ଼ାରେ ବନ୍ୟା: ୩ଟି ସ୍ଥାନରେ ଘଳିଆ, ଜନସାଧାରଣ ଆତଙ୍କିତ

କେନ୍ଦ୍ରାପଡ଼ାରେ ବନ୍ୟା: ୩ଟି ସ୍ଥାନରେ ଘଳିଆ, ଜନସାଧାରଣ ଆତଙ୍କିତ ମାର୍ଶାଘାଇ/ପାଟକୁରା/କେନ୍ଦ୍ରାପଡ଼ା (ଏନ୍‍.ଏମ୍‍.): ସମ୍ପ୍ରତି ମହାନଦୀରେ ବନ୍ୟାଜଳ ଆସିବା ଫଳରେ ସାରା ରାଜ୍ୟରେ ଏବେ ବନ୍ୟାର ବିଭିଷିକା ଦେଖିବାକୁ ମିଳିଛି । ମହାନଦୀ ସମେତ ଶାଖାନଦୀରେ ବନ୍ୟା ଦେଖିବାକୁ ମିଳିଛି । ଦୀର୍ଘ ୧୦ ବର୍ଷ ମଧ୍ୟରେ ଏଭଳି ବନ୍ୟା ଆସିନଥିବା ବେଳେ ଚଳିତ ବର୍ଷ ବନ୍ୟା ଆତଙ୍କ ସୃଷ୍ଟି କରିଛି । ଏଥି ଯୋଗୁ କେନ୍ଦ୍ରାପଡ଼ାରେ ପ୍ରବାହିତ ଏହି ନଦୀର ବିଭିନ୍ନ ଶାଖାରେ ବନ୍ୟାଜଳସ୍ଥର ବୃଦ୍ଧିପାଇବାରେ ଲାଗିଛି…

Read More

ଛେଳି ଚରାଇବାକୁ ଯାଇ ଫସିଗଲେ ବାପ ପୁଅ; ମହାନଦୀରେ ବନ୍ୟା ଯୋଗୁଁ ଟାପୁରେ ଥିଲେ ୪ଦିନ

ଛେଳି ଚରାଇବାକୁ ଯାଇ ଫସିଗଲେ ବାପ ପୁଅ ମହାନଦୀରେ ବନ୍ୟା ଯୋଗୁଁ ଟାପୁରେ ଥିଲେ ୪ଦିନ ଆଠଗଡ଼(ଏନ୍‍.ଏମ୍‍.) : ମହାନଦୀରେ ବନ୍ୟା ବିଭିଷିକା ଦେଖିବାକୁ ମିଳିଛି । ମହାନଦୀ କୂଳ ଲଙ୍ଘିବା ସହ ବହୁ ଜନବସତିକୁ ଗ୍ରାସ କରି ସାରିଲାଣି । ନଦୀକୂଳିଆ ଲୋକେ ଏବେ ଆତଙ୍କିତ ଅବସ୍ଥାରେ ରହିଛି । ତେବେ ଏହି ବନ୍ୟା ଯୋଗୁଁ ମହାନଦୀ ମଝିରେ ଦୀର୍ଘ ୪ ଦିନ ଧରି ଫସି ରହିବା ପରେ ଆଜି ଓଡ୍ରାଫ ଟିମ ବାପ ପୁଅଙ୍କୁ…

Read More