ୱାର୍ଡ଼ରେ ବହୁଦିନର ସମସ୍ୟାକୁ ସମାଧାନ କରି ପ୍ରଶଂସା ସାଉଁଟୁଛନ୍ତି ୪୮ନମ୍ବର କର୍ପୋରେଟର
ୱାର୍ଡ଼ରେ ବହୁଦିନର ସମସ୍ୟାକୁ ସମାଧାନ କରି ପ୍ରଶଂସା ସାଉଁଟୁଛନ୍ତି ୪୮ନମ୍ବର କର୍ପୋରେଟର ଜଗତପୁର (ଏନ୍.ଏମ୍.): ବର୍ଷାକୁ ଦୃଷ୍ଟିରେ ରଖି ଏବେ କଟକ ସହରରେ ଜଳନିଷ୍କାସନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି । ଏହି ପରିପ୍ରେକ୍ଷୀରେ ସିଏମସି ଅନ୍ତର୍ଗତ ୪୮ନମ୍ବର ୱାର୍ଡ ଜଗତପୁର ଅଞ୍ଚଳରେ କିଭଳି ଜନସାଧାରଣ ଜଳବନ୍ଦୀ…





