୨୦୨୪ ନିର୍ବିାଚନକୁ ଦୃଷ୍ଟିରେ ରଖି ୩ ନିଲମ୍ବିତ ବିଜେଡି କର୍ମୀଙ୍କୁ କୋଳେଇଲେ ବିଧାୟକ
୨୦୨୪ ନିର୍ବିାଚନକୁ ଦୃଷ୍ଟିରେ ରଖି ୩ ନିଲମ୍ବିତ ବିଜେଡି କର୍ମୀଙ୍କୁ କୋଳେଇଲେ ବିଧାୟକ News by Kanhu Charana Panda (Jagatpur) ଜଗତପୁର(ଏନ୍.ଏମ୍): ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିଏମସି ୪୮ନମ୍ବର ୱାର୍ଡରେ ପୌର ର୍ନିବାଚନ ସମୟରେ ଦଳ ବିରୋଧି କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ୩…




