ମହାକାଳବସ୍ତ ପଞ୍ଚାୟତରେ ସରପଞ୍ଚଙ୍କ ପୁଅ ସମେତ ଅନ୍ୟଜଣେ ବ୍ୟକ୍ତିଙ୍କୁ ଆକ୍ରମଣ: ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନବାଚୀ
ମହାକାଳବସ୍ତ ପଞ୍ଚାୟତରେ ସରପଞ୍ଚଙ୍କ ପୁଅ ସମେତ ଅନ୍ୟଜଣେ ବ୍ୟକ୍ତିଙ୍କୁ ଆକ୍ରମଣ: ପୁଲିସ କାର୍ଯ୍ୟାନୁଷ୍ଠାନ ନେଇ ପ୍ରଶ୍ନବାଚୀ ଆଠଗଡ଼(ଏନ୍.ଏମ୍.): ଠିକାଦାର କାର୍ଯ୍ୟକୁ ନେଇ ମହାକାଳବସ୍ତ ପଞ୍ଚାୟତର ସରପଞ୍ଚଙ୍କୁ ଅଶିଲ୍ଲ ଭାଷାରେ ଗାଳି ଗୁଲଜ କରିବା ସହିତ ମାଡ ମାରିଥିବା ଖୁଣ୍ଟୁଣୀ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ମହାକାଳବସ୍ତ ପଞ୍ଚାୟତ ମହାକାଳବସ୍ତ ଗ୍ରାମରେ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ସରକାରଙ୍କ ପକ୍ଷରୁ ଅନୁଦାନ ଆସିଥିବାବେଳେ ସରପଞ୍ଚ ବିଭିନ୍ନ ଉନ୍ନୟନ କାର୍ଯ୍ୟ କରୁଛନ୍ତି…
