ଯାଯାବର କଳାକାର ସଂଘର ବନ୍ଧୁମିଳନ
ଯାଯାବର କଳାକାର ସଂଘର ବନ୍ଧୁମିଳନ ଜଗତସିଂହପୁର (ଏନ୍.ଏମ୍.): ଗାଁ ଗହଳିରେ ସୌଖିନ କଳାକାରଙ୍କ ଉନ୍ନତି ନିମନ୍ତେ ଅଣ୍ଟାଭିଡିଛି ଯାଯାବର କଳାକାର ସଂଘ । ରାଜ୍ୟର କୋଣ ଅନୁକୋଣରେ ଥିବା ସୌଖିନ କଳାକାରମାନଙ୍କୁ ନେଇ ଏହି ସଂଘ ଗଠନ ହୋଇଛି । କଳାକାରଙ୍କ ବିକାଶ ନିମନ୍ତେ ଏହି ସଂଘ ଅଣ୍ଟାଭିଡିବା ସହ ରାଜ୍ୟର ସମସ୍ତ କଳାକାରଙ୍କୁ ଏକତ୍ରିତ କରିବା ପାଇଁ ସଂଘ ନିଆରା ପ୍ରୟାସ ଆରମ୍ଭ କରିଚି । ଜଗତସିଂହପୁର ଜିଲ୍ଲା ଗୋଟେ କଳାକାରମାନଙ୍କ ଜିଲ୍ଲା ଏଠି କଳାକାର…
