ସୁନା ଅଳଙ୍କାର ଲୁଟ୍ ଘଟଣାରେ ଘରୋଇ ମହିଳା କର୍ମୀ ଗିରଫ
ସୁନା ଅଳଙ୍କାର ଲୁଟ୍ ଘଟଣାରେ ଘରୋଇ ମହିଳା କର୍ମୀ ଗିରଫ ଜଗତପୁର(ଏନ୍.ଏମ୍.): ଘରକାମ କରିବା ପାଇଁ ରହି ମାଲିକଙ୍କ ବିଶ୍ୱାସ ଭାଜନ ହୋଇ ଘରୁ କଳାକନା ବୁଲାଇବା ଘଟଣାରେ ଆଜି ଜଣେ ଯୁବତୀଙ୍କୁ ପୁଲିସ ଗିରଫ କରିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତପୁର…



