ମା’ ବାଉତି ଠାକୁରାଣୀଙ୍କ ବାର୍ଷିକୋତ୍ସବ
ମା’ ବାଉତି ଠାକୁରାଣୀଙ୍କ ବାର୍ଷିକୋତ୍ସବ ଜଗତପୁର(ଏନ୍.ଏମ୍.): ଜଗତପୁର ନିମପୁର ଶବର ସାହି ଅଞ୍ଚଳର ବହୁ ପୁରାତନ ଅଧିଷ୍ଠାତ୍ରୀ ଦେବୀ ମା’ ବାଉତି ଠାକୁରାଣୀଙ୍କ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଗତକାଲି ଏକ କଳସ ଶୋଭାଯାତ୍ରା ମା’ଙ୍କ ପୀଠରୁ ବାହାରି ମହାନଦୀ ଘାଟରୁ ଜଳ ପୂର୍ଣ୍ଣ କଳସୀ ଅଣାଯାଇ…




