ବଢ଼ୁଛି ଗ୍ରୀଷ୍ମ ପ୍ରବାହ, ବିରୂପା ଛକରେ ଜମୁଛି ତରଭୁଜ ବେପାର: ପ୍ରଶାସନ ପକ୍ଷରୁ ଜଳଛତ୍ର କେବେ ?
ବଢ଼ୁଛି ଗ୍ରୀଷ୍ମ ପ୍ରବାହ, ବିରୂପା ଛକରେ ଜମୁଛି ତରଭୁଜ ବେପାର: ପ୍ରଶାସନ ପକ୍ଷରୁ ଜଳଛତ୍ର କେବେ ? [caption id="attachment_4453" align="alignnone" width="300"] ଫଟୋ- କାହ୍ନୁଚରଣ ପଣ୍ଡା[/caption] ଜଗତପୁର(ଏନ୍.ଏମ୍.): ରାଜ୍ୟ ବ୍ୟାପୀ ଗ୍ରୀଷ୍ମପ୍ରଭାହ କ୍ରମଶଃ ଅସହ୍ୟ ହେଉଥିବାବେଳେ ଏଥିରୁ କେହି ନିସ୍ତାର ପାଉନାହାଁନ୍ତି । ମଧ୍ୟାହ୍ନ ସମୟରେ ଟାଣ…












