ଦଳୀୟ ବିଶୃଙ୍ଖଳା ଅଭିଯୋଗରେ କର୍ମୀଙ୍କୁ ନିଲମ୍ବନ କଲା ବିଜେଡି

ଦଳୀୟ ବିଶୃଙ୍ଖଳା ଅଭିଯୋଗରେ କର୍ମୀଙ୍କୁ ନିଲମ୍ବନ କଲା ବିଜେଡି କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ପୌର ନିର୍ବାଚନରେ ବିଜେଡିର ଅପୂର୍ବ ବିଜୟ ହୋଇଛି । ମାତ୍ର କେତେକ ୱାର୍ଡ଼ରେ ବିଜେଡିର କିଛି କର୍ମକର୍ତ୍ତା ଦଳ ବିରୋଧରେ କାର୍ଯ୍ୟକରିବା ଅଭିଯୋଗ ଆସିବା ପରେ ସେମାନଙ୍କୁ ତୁରନ୍ତ ଦଳରୁ ନିଲମ୍ବନ କରାଯାଇଛି । ସୂଚନା ଅନୁଯାୟୀ କଟକ ମହାନଗର ନିଗମ ୨ନମ୍ବର ୱାର୍ଡ଼ରେ ବିଜେଡି ୱାର୍ଡ଼ ସଭାନେତ୍ରୀ ଇତିଶ୍ରୀ ବେହେରା ଏବଂ ୨୬ ନମ୍ବର ୱାର୍ଡ଼ ସଭାପତି ଚନ୍ଦନ ଦାସଙ୍କୁ…

Read More

ପୌର ନିର୍ବାଚନରେ ବିଜେଡିର କମାଲ

ପୌର ନିର୍ବାଚନରେ ବିଜେଡିର କମାଲ ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟର ପୌର ନିର୍ବାଚନରେ ବିଜେଡି ନିଜର କମାଲ ଦେଖାଇଛି । ଗୋଟିଏ ପଟେ ଅନ୍ୟ ରାଜନୈତିକ ଦଳର ଗୋଷ୍ଠୀକନ୍ଦଳ, ଅସନ୍ତୋଷ, ନେତୃତ୍ୱର ଅଭାବ ରହିଥିବାବେଳେ ଏହାର ଫାଇଦା ଉଠାଇଛି ଶାସକ ବିଜେଡି । ବହୁ ସଂଖ୍ୟାରେ ବିଜେଡି ବିଜୟ ଲାଭ କରିଥିବା ଦେଖିବାକୁ ମିଳିଛି । କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ମେୟର ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମରେ ବିଜେଡିର…

Read More

କଟକ ମହାନଗର ନିଗମ ନିର୍ବାଚନ ଫଳାଫଳ

କଟକ ମହାନଗର ନିଗମ ନିର୍ବାଚନ ଫଳାଫଳ କଟକ(ଏନ୍‌.ଏମ୍‌.): ମହାନଗର ନିଗମରେ ବିଜେଡିକୁ ୩୮ଟି କର୍ପୋରେଟର ମିଳିଥିବାବେଳେ କଂଗ୍ରେସକୁ ୮ଟି, ବିଜେପିକୁ ୭ଟି ଏବଂ ୬ଟି ୱାର୍ଡ଼ରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ତେଣୁ ବିଜେଡି ଶିବିରରେ ଆନନ୍ଦ ଉତ୍ସବ ଖେଳିଯାଇଥିବାବେଳେ କଂଗ୍ରେସ ଓ ବିଜେପିଙ୍କୁ ସୀମିତ ୱାର୍ଡ଼ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଏଥି ସହିତ କେତେକ ୱାର୍ଡ଼ରେ ବିଜେଡ଼ିର ଅର୍ନ୍ତକନ୍ଦଳ ଯୋଗୁଁ ସେଠାରେ ଅସନ୍ତୁଷ୍ଟ କିଛି କର୍ମୀ ସ୍ୱାଧୀନ ଭାବେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲେ…

Read More