Month: January 2022

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ଭୁବନେଶ୍ୱର(ଏନ୍‌.ଏମ୍‌.): ସମ୍ପ୍ରତି କରୋନାର ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ରାଜ୍ୟରେ ପଞ୍ଚାୟତ ନିର୍ବାଚନକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନର ସମସ୍ତ ଚୂଡ଼ାନ୍ତ ତାଲିକା ରାଜ୍ୟ…

ସିଏମସି ୭ ନମ୍ବର ୱାର୍ଡ଼ରେ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ସ୍ଥିତି ସମୀକ୍ଷା

ସିଏମସି ୭ ନମ୍ବର ୱାର୍ଡ଼ରେ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ସ୍ଥିତି ସମୀକ୍ଷା କଟକ(ଏନ୍‌.ଏମ୍‌.): କଟକ ସହରର ବିଭିନ୍ନ ଗଳିକନ୍ଦି ତଥା ବସ୍ତି ଅଞ୍ଚଳର ସମସ୍ୟାକୁ ପ୍ରତ୍ୟକ୍ଷ ଅନୁଧ୍ୟାନ କରିବା ନିମନ୍ତେ ବାରବାଟୀ-କଟକ ବିଧାୟକ ବିଭିନ୍ନ ୱାର୍ଡ଼ ପରିଦର୍ଶନ ଜାରି ରଖିଛନ୍ତି…

୧୪ତମ ଜୟପୁର ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ରୋମାଣ୍ଟିକ ଚଳଚ୍ଚିତ୍ରରେ ପୁରସ୍କୃତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଡାଲଚିନି ‘

୧୪ତମ ଜୟପୁର ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଶ୍ରେଷ୍ଠ ରୋମାଣ୍ଟିକ ଚଳଚ୍ଚିତ୍ରରେ ପୁରସ୍କୃତ ହେଲା ଓଡ଼ିଆ ଚଳଚ୍ଚିତ୍ର ‘ଡାଲଚିନି ‘ ଭୁବନେଶ୍ୱର(ଏନ୍‌.ଏମ୍‌.): ରିତୁପ୍ରିୟାପ୍ରଡକ୍ସନ୍ସର ଓଡ଼ିଆ ଚଳଚ୍ଚିତ୍ର ‘ଡାଲଚିନି’ ପ୍ରଯୋଜକ ଅତିଶ କୁମାର ରାଉତଙ୍କ ପ୍ରଯୋଜିତ ଚଳଚ୍ଚିତ୍ରକୁ ଆଉ ଏକ ସଫଳତା । ଓଡ଼ିଆ…

ପଡିଆ ଓ କାଲିମେଳା ବ୍ଲକରେ ଘରକୁ ଘର ବୁଲି ବିଜୁ ପକ୍କା ଘର ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କଲେ ମନ୍ତ୍ରୀ

ପଡିଆ ଓ କାଲିମେଳା ବ୍ଲକରେ ଘରକୁ ଘର ବୁଲି ବିଜୁ ପକ୍କା ଘର ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କଲେ ମନ୍ତ୍ରୀ କାଲିମେଳା(ଏନ୍‌.ଏମ୍‌.): ଆଜି ଇଲେକ୍ଟ୍ରୋନିକ୍ସ, ସୂଚନାପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ମାଲକାନଗିରି ଜିଲ୍ଲାର ପଡିଆ ଓ…

ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କଠାରୁ ଲୁଟ୍ ଘଟଣାର ପର୍ଦ୍ଦାଫାସ୍

ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କଠାରୁ ଲୁଟ୍ ଘଟଣାର ପର୍ଦ୍ଦାଫାସ୍ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଥାନା ଅଞ୍ଚଳରେ ଏକ ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଥିବା ଘଟଣାର ପର୍ଦ୍ଦାଫାସ୍ ହୋଇଛି । ନିଜେ ଟଙ୍କା ହଡ଼ପ କରି ଲୁଟର ରୂପଦେବାକୁ ଉଦ୍ୟମ କରିବା ଘଟଣାରେ…

କେନ୍ଦ୍ରମନ୍ତ୍ରୀଙ୍କ ତାଳଦଣ୍ଡାକେନାଲ ବାମପାର୍ଶ୍ୱରାସ୍ତା ପରିଦର୍ଶନ କ୍ଷେତ୍ରପରିଦର୍ଶନ ପରେ ଜମି ହସ୍ତାନ୍ତର ନିମନ୍ତେ କେନ୍ଦ୍ର ରେଳବାଇମନ୍ତ୍ରୀଙ୍କ ସବୁଜ ସଙ୍କେତ କଟକ(ଏନ୍‌.ଏମ୍‌.): କେନ୍ଦ୍ର ରେଳବାଇ,ସଂଚାର,ଇଲେକଟ୍ରୋନିକ୍ସ ଓ ସୂଚନା ଓ ପ୍ରଯୁକ୍ତି ବିଜ୍ଞାନ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ସ୍ୱତନ୍ତ୍ର…

ମହାନଗର ନିଗମ ଆଇନ ଅଧ୍ୟାୟ-୨୧ ଅନୁଯାୟୀ ବେଆଇନ ଭାବେ ଉଛେଦ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ଦାବିରେ ବିକ୍ଷୋଭ

ମହାନଗର ନିଗମ ଆଇନ ଅଧ୍ୟାୟ-୨୧ ଅନୁଯାୟୀ ବେଆଇନ ଭାବେ ଉଛେଦ ବସ୍ତି ବାସିନ୍ଦାଙ୍କୁ ପଟ୍ଟା ଦାବିରେ ବିକ୍ଷୋଭ କଟକ(ଏନ୍‌.ଏମ୍‌.): ବସ୍ତି ବାସିନ୍ଦାଙ୍କ ଦୀର୍ଘ ଆନ୍ଦୋଳନ ଫଳରେ ବସ୍ତି ବାସିନ୍ଦାଙ୍କ ପାଇଁ ପୂର୍ବରୁ ପୌରପାଳିକା ଓ ପରେ ମହାନଗର ନିଗମ ସାମ୍ବିଧାନିକ ଅଧିକାର…

‘ଉଡ୍ର’ ତରଫରୁ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ

‘ଉଡ୍ର’ ତରଫରୁ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ଭୁବନେଶ୍ୱର(ଏନ୍‌.ଏମ୍‌.): ‘ଉଡ୍ର’ଚାରିଟେବୁଲ୍ ଟ୍ରଷ୍ଟର ନୂତନ ପ୍ରୟାସ ଥିଲେ ଦିଅ, ନଥିଲେ ନିଅ ଅଭିଯାନ ମାଧ୍ୟମରେ ସଂଗୃହିତ ବସ୍ତ୍ର ଗୁଡିକୁ ଆଜି ଅପରାହ୍ନ ୪ ଘଟିକା ସମୟରେ ଭୁବନେଶ୍ୱର ମହାନଗର ନିଗମର ୪୨ ନମ୍ବର ୱାର୍ଡରେ…

କୋଣାର୍କରେ କ୍ରୀଡା ମନ୍ତ୍ରୀଙ୍କୁ ବିରୋଧ: ଶିଳାନ୍ୟାସ ପରେ ଫଳକ ଭାଙ୍ଗିଲେ ଦୃବର୍ତ୍ତ

କୋଣାର୍କରେ କ୍ରୀଡା ମନ୍ତ୍ରୀଙ୍କୁ ବିରୋଧ: ଶିଳାନ୍ୟାସ ପରେ ଫଳକ ଭାଙ୍ଗିଲେ ଦୃବର୍ତ୍ତ କୋଣାର୍କ (ଏନ୍‌.ଏମ୍‌.): ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କର ପ୍ରସିଦ୍ଧ ଦେବୀପୀଠ ମା ଭଗବତୀ ପୀଠକୁ ରାସ୍ତା ପ୍ରଶସ୍ତିକରଣ ଯୋଜନା ନିମନ୍ତେ ରାଜ୍ୟ ସରକାର କ୍ରୀଡା ମନ୍ତ୍ରୀ ତଥା…

ଟାଟା ପାୱାର ଉପଭୋକ୍ତା ମାରଣ ନୀତି ପ୍ରତିବାଦରେ ଦାବିପତ୍ର

ଟାଟା ପାୱାର ଉପଭୋକ୍ତା ମାରଣ ନୀତି ପ୍ରତିବାଦରେ ଦାବିପତ୍ର କଟକ(ଏନ୍‌.ଏମ୍‌.): ବିଦ୍ୟୁତ ଉପଭୋକ୍ତା ମଞ୍ଚ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଟାଟା ପାୱାର ବିରୋଧରେ ଏଡିଏମ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।…

ସୃଷ୍ଟିର ସକଳ ଉପାଦାନ ମଧ୍ୟରେ ସଂହତି ଏକାନ୍ତ ଜରୁରୀ-ରାଜ୍ୟପାଳ

ସୃଷ୍ଟିର ସକଳ ଉପାଦାନ ମଧ୍ୟରେ ସଂହତି ଏକାନ୍ତ ଜରୁରୀ-ରାଜ୍ୟପାଳ ଭୁବନେଶ୍ୱର (ଏନ୍‌.ଏମ୍‌.): ଲାଭ ଶବ୍ଦ ଭାରତୀୟ ସଂସ୍କୃତିରେ କେଉଁଠି ଉଲ୍ଲେଖ ନାହିଁ । ବ୍ୟବସାୟଜଗତରେ ଏହାର ବିଶେଷ ପ୍ରୟୋଗ ଏବେ ଦେଖିବାକୁ ମିଳୁଛି । ଏହା ନିଶ୍ଚିତ ରୂପେ ଏକ ବିକୃତି…

୨୦୨୨ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି

୨୦୨୨ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ଭୁବନେଶ୍ୱର(ଏନ୍‌.ଏମ୍‌.):୨୦୨୨ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ଆଜି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଶାସନ ସଚିବ, ଗୃହ ବିଭାଗଙ୍କ…