ଢିଙ୍କିଆରେ ପୋଲିସର ବର୍ବର ଲାଠି ଚାଳନା ଓ ଆତଙ୍କରାଜକୁ ଏସ୍ୟୁସିଆଇ(ସି) ପକ୍ଷରୁ ନିନ୍ଦା
ଢିଙ୍କିଆରେ ପୋଲିସର ବର୍ବର ଲାଠି ଚାଳନା ଓ ଆତଙ୍କରାଜକୁ ଏସ୍ୟୁସିଆଇ(ସି) ପକ୍ଷରୁ ନିନ୍ଦା କଟକ(ଏନ୍.ଏମ୍.): ଜଗସିଂହପୁର ଜିଲ୍ଲାର ଢିଙ୍କିଆ ବାସିଙ୍କ ଉପରେ ପୋଲିସର ଆତଙ୍କରାଜ ଓ ବର୍ବର ଲାଠି ଚାଳନାକୁ ଏସ୍ୟୁସିଆଇ(ସି)ର କଟକ ଜିଲ୍ଲା କମିଟି ପକ୍ଷରୁ ଆହୁତ ଏକ ସାମ୍ବାଦିକ ସମିଳନୀରେ ତୀବ୍ର ନିନ୍ଦା କରିବା ସହିତ ସମ୍ପୃକ୍ତ ଅଂଚଳରେ ପୋଲିସ ଆତଙ୍କରଜ ତୁରନ୍ତ ବନ୍ଦ କରିବା, ସେ ଅଂଚଳରୁ ତୁରନ୍ତ ପୋଲିସ୍ ପ୍ରତ୍ୟାହାର କରିବା, ଗିରଫ ଲୋକଙ୍କୁ ବିନା ସର୍ତ୍ତରେ ଖଲାସ କରିବା ସହ…
