ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କଠାରୁ ଲୁଟ୍ ଘଟଣାର ପର୍ଦ୍ଦାଫାସ୍
ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କଠାରୁ ଲୁଟ୍ ଘଟଣାର ପର୍ଦ୍ଦାଫାସ୍ ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.): ଚୌଦ୍ୱାର ଥାନା ଅଞ୍ଚଳରେ ଏକ ପେଟ୍ରୋଲ ପମ୍ପ୍ କର୍ମଚାରୀଙ୍କ ଠାରୁ ଲୁଟ୍ ହୋଇଥିବା ଘଟଣାର ପର୍ଦ୍ଦାଫାସ୍ ହୋଇଛି । ନିଜେ ଟଙ୍କା ହଡ଼ପ କରି ଲୁଟର ରୂପଦେବାକୁ ଉଦ୍ୟମ କରିବା ଘଟଣାରେ ଆଜି ଚୌଦ୍ୱାର ପୁଲିସ ପୂର୍ଣ୍ଣଛେଦ ପକାଇଛି । ସୂଚନା ଅନୁଯାୟୀ ଗତ ୫ ତାରିଖରେ ପେଟ୍ରୋଲ ପମ୍ପ ମାଲିକ ବିଭୁତିଭୂଷଣ ସାହୁଙ୍କ କାର ଚଲାଉଥିବା ଡ୍ରାଇଭର ହିଁ ଲୁଟ ନାଟକର ମୁଖ୍ୟ ବୋଲି ପୁଲିସ…
